ରାଜସ୍ଥାନକୁ ଲୁଟୁଛନ୍ତି ରାଜେ

ଜୟପୁର: ରାଜସ୍ଥାନ ବିଜେପି ବିଧାୟକ ଘନଶ୍ୟାମ ତିଓ୍ଵାରୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦୁର୍ନୀତିଗ୍ରସ୍ତ ଏବଂ ନିଯୁକ୍ତି କ୍ଷେତ୍ରରେ ପ୍ରିୟାପ୍ରୀତି କରୁଛନ୍ତି ବୋଲି ଅଭିଯୋଗ ଆଣି ବିଜେପି ବିଧାୟକ ତାଙ୍କ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଲେଖିଥିବା ଇସ୍ତଫା ପତ୍ରରେ ଘନଶ୍ୟାମ ବସୁନ୍ଧରା ରାଜେଙ୍କ ନାମ ନେଇ ନଥିଲେ ମଧ୍ୟ କହିଛନ୍ତି ରାଜ୍ୟ ସରକାର ଅନ୍ୟ ମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ମିଶି ରାଜ୍ୟକୁ ଲୁଟି ନେଇଛନ୍ତି।

ସମ୍ବନ୍ଧିତ ଖବର