ରାଜୀବ କୁମାରଙ୍କୁ ବଦଳି : ଅଂଜୁ ଶର୍ମା ନୂଆ କମିସନର

କୋଲକାତା: ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଆଜି ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ନୂତନ କମିସନର ଭାବେ ଅନୁଜ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ରାଜୀବ କୁମାରଙ୍କୁ ଆଇଜି ସିଆଇଡି ଭାବେ ନିଯୁକ୍ତି ମିଳିଛି। ନିର୍ବାଚନ ପୂର୍ବରୁ ଏହି ବଦଳି ଧାର୍ଯ୍ୟ ହୋଇଥିଲା ବୋଲି ରାଜ୍ୟ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର