ଚେନ୍ନାଇ: ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚେନ୍ନାଇର ଜଣେ ୨୩ ବର୍ଷୀୟ ଇଞ୍ଜିନିୟରଙ୍କୁ ମାଡ୍ରାସ ହାଇକୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଗତବର୍ଷ ଫେବ୍ରୁଆରି ମାସରେ ଚେନ୍ନାଇର ଇଞ୍ଜିନିୟର ଏସ୍ ଦାସଓ୍ଵନ୍ତ ନିଜ ବାସଭବନକୁ ତାଙ୍କର ଜଣେ ପଡ଼ୋଶୀଙ୍କର ଝିଅଙ୍କୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ଏହାପରେ ସେ ପୀଡ଼ିତାଙ୍କୁ ଏକ ବ୍ୟାଗ୍ରେ ପୂରାଇ ନିକଟସ୍ଥ ଜାତୀୟ ରାଜପଥରେ ନିଅାଁ ଲଗାଇ ଦେଇଥିଲେ।
ଦୁଷ୍କର୍ମକାରୀ ଇଂଜିନିୟରଙ୍କୁ ଫାଶୀ
/sambad/media/post_attachments/wp-content/uploads/2018/07/suicide-in-hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)