ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନିଯୁକ୍ତି, ପାନୀୟ ଜଳ ଓ ପରିମଳ ବିଭାଗରେ ନିର୍ଦେଶିକା ଭାବେ କରିବେ କାର୍ଯ୍ୟ 

ନୂଆଦିଲ୍ଲୀ : ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି। ପାନୀୟ ଜଳ ଓ ପରିମଳ ବିଭାଗରେ ନିର୍ଦେଶିକା ଭାବେ ସେ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ମିକ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିବା ସହିତ ତାଙ୍କୁ ତୁରନ୍ତ ଦାୟିତ୍ବ ମୁକ୍ତ କରିବା ଲାଗି ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି। ରୁପା ମିଶ୍ର ପାଞ୍ଚ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯିବେ।

ସମ୍ବନ୍ଧିତ ଖବର