ସୂଚନା କମିସନର ପଦବି ପାଇଁ କେବଳ ‘ବାବୁ’ଙ୍କ ଚୟନ କାହିଁକି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ସୂଚନା କମିସନରଙ୍କ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମ‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। କେବଳ ଅବସରପ୍ରାପ୍ତ ଏବଂ ବର୍ତ୍ତମାନର ଅମଲାମାନଙ୍କୁ କାହିଁକି ସୂଚନା କମିସନର ପଦବି ପାଇଁ ଚୟନ କରାଯାଉଛି ବୋଲି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ପକ୍ଷରୁ ଜବାବରେ କୁହାଯାଇଥିଲା‌ ଯେ ଉକ୍ତ ୧୪ ଜଣଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ଅନ୍ୟମାନେ ଅମଲା।

ସମ୍ବନ୍ଧିତ ଖବର