ସାଇକଲ୍‌ରେ ମୁମ୍ବାଇ ବୁଲିଲେ ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବା ବେଳେ ସଲମାନ୍‌ ଖାନ୍‌ ନିଜକୁ ସୁସ୍ଥ ରଖିବା ପାଇଁ କିଛି ସମୟ କୁସ୍ତି କସରତରେ ବିତାଇଥାନ୍ତି। ଆଜି ତାଙ୍କୁ ମୁମ୍ବାଇର ସଡ଼କ ଉପରେ ସାଇକଲ୍‌ରେ ବୁଲିବା ଦେଖାଯାଇଥିଲା। ସେ ଗାଢ଼ ରଙ୍ଗର ସର୍ଟ ଏବଂ ଗଂଜୀ ସହ ଟୋପି ପିନ୍ଧି ଖରାରେ ବୁଲୁଥିଲେ। ଗୁରୁବାର ତାଙ୍କର ଫିଲ୍ମ ‘ଭାରତ’ର ଏକ ଗୀତ ‘ସ୍ଲୋ ‌େମାସନ୍‌’ ମୁକ୍ତିଲାଭ କରିବା କାର୍ଯ୍ୟକ୍ରମ ଥିଲା।

ସମ୍ବନ୍ଧିତ ଖବର