ଏୟାରପୋର୍ଟରେ ଯାତ୍ରୀଙ୍କ ସହ ହସଖୁସିରେ ସାମିଲ ହେବେନି ସୁରକ୍ଷା କର୍ମୀ

0

ନୂଆଦିଲ୍ଲୀ : ଏୟାରପୋର୍ଟରେ ସିଆଇଏସ୍‌ଏଫ୍‌ ସୁରକ୍ଷା କର୍ମୀ ଯାତ୍ରୀଙ୍କ ସହ ହସଖୁସିରେ ସାମିଲ ହୋଇପାରିବେ ନାହିଁ ଏବଂ ଦାୟିତ୍ବ ସଂପାଦନ ବେଳେ ସେମାନେ ସର୍ବାଧିକ ରହି କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ ଜାରି ନୂତନ ନିର୍ଦ୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.