ଶ୍ୟାମଚରଣ ହାଂସଦାଙ୍କୁ ଜାତୀୟ କଂଗ୍ରେସ ଅନୁସୂଚିତ ଜନଜାତି ସଂଯୋଜକ ନିଯୁକ୍ତି

ନୂଆଦିଲ୍ଲୀ : ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଙ୍କୁ ଅଖିଳ ଭାରତ କଂଗ୍ରେସ ଅନୁସୂଚିତ ଜନଜାତି ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଏଆଇସିସି ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର