ସିକାଗୋରେ ଗୁଳିକାଣ୍ଡ, ୪ ମୃତ

ସିକାଗୋ: ସିକାଗୋର ଏକ ହସ୍ପିଟାଲ୍‌ରେ ଆଜି ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର, ଫାର୍ମାସିଷ୍ଟ୍‌ ଏବଂ ଜଣେ ପୁଲିସ ଅଧିକାରୀ ରହିଛନ୍ତି। ହସ୍ପିଟାଲର କାର୍‌ ପାର୍କିଂ ନିକଟରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ସହିତ ପାର୍କିଂଙ୍କୁ ନେଇ ଜଣେ ମହିଳା ଡାକ୍ତରଙ୍କ ଯୁକ୍ତି ତର୍କ ହୋଇଥିଲା। ଏହାପରେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି।

ସମ୍ବନ୍ଧିତ ଖବର