ସୀତା ଥିଲେ ଟେଷ୍ଟ ଟ୍ୟୁବ୍‌ ବେବି: ୟୁପି ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମହାଭାରତ ଯୁଗରେ ଇଣ୍ଟରନେଟ୍‌ ଥିଲା ବୋଲି ବୟାନ ଦେଇ ଚର୍ଚ୍ଚା ସୃଷ୍ଟି କରିବା ପରେ ଏବେ ସମାନ ଢଙ୍ଗରେ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ମଧ୍ୟ ରାମାୟଣକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ପତ୍ନୀ ଦେବୀ ସୀତା ଭାରତର ପ୍ରଥମ ଟେଷ୍ଟ୍‍ ଟ୍ୟୁବ୍‌ ବେବି। ତ୍ରେତୟା ଯୁଗରେ ମଧ୍ୟ ଆଜି ଭଳି ଉନ୍ନତମାନର ମେଡିକାଲ ବ୍ୟବସ୍ଥା ଥିଲା ଏବଂ ଦେବୀ ସୀତା ମାଟିପାତ୍ରରୁ ଜନ୍ମ ନେଇଥିଲେ। ଯୁଗ ବଦଳିବାକ୍ରମେ ଏହି ପ୍ରକ୍ରିୟା ବଦଳି ଟେଷ୍ଟ୍‍ ଟ୍ୟୁବ୍‌ର ରୂପ ନେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର