ପରୀକ୍ଷା ଦେଇ ନପାରି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ପହାଡଗଞ୍ଜ ଅଞ୍ଚଳର ବରୁଣ(୨୮) ଗତକାଲି ବିଳମ୍ବରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ସିଭିଲ ସର୍ଭିସ ପରୀକ୍ଷା ଦେଇ ପାରିନଥିଲେ। ଏହି ଦୁଃଖରେ ମର୍ମାହତ ହୋଇ ବରୁଣ ଆତ୍ମହତ୍ୟା କରିଦେଇଥିବା ଜଣାପଡ଼ିଛି। ପୁଲିସ୍‌ ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି, ଯେଉଁଥିରେ ସେ ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିନପାରିବାରୁ ଦୁଃଖିତ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର