ତାଲିବାନ୍‌ ଆକ୍ରମଣ, ୨୧ ନିହତ

କାବୁଲ୍‌ : ଆଫଗାନିସ୍ତାନ ରାଜଧାନୀ କାବୁଲ୍‌‌ରେ ଆଜି ତାଲିବାନ୍ ଆକ୍ରମଣ ଯୋଗୁଁ ୧୧ ପୁଲିସଙ୍କ ସମେତ ୨୧ ଜଣ ନିହତ ହୋଇଛନ୍ତି। ଉତ୍ତର ବାଗଲାନ୍‌ ପ୍ରଦେଶର ଏକ ଚେକ୍‌ପଏଣ୍ଟ୍‌ରେ ତାଲିବାନ୍‌ ଆକ୍ରମଣ ହେତୁ ୧୧ ପୁଲିସ ନିହତ ହୋଇଥିବାବେଳେ ଉତ୍ତର ସମାଙ୍ଗନ୍‌ ପ୍ରଦେଶରେ ଆକ୍ରମଣ ‌ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ଯୋଗୁଁ ୮ ଜଣ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର