ବଙ୍ଗଳା ଖାଲି କରିବେ ତେଜସ୍ବୀ

ପାଟନା: ଆରଜେଡି ନେତା ତେଜସ୍ବୀ ଯାଦବ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଛାଡ଼ିବେ ନାହିଁ ବୋଲି ଧମକାଇ ସରକାରଙ୍କୁ ଚ୍ୟାଲେଂଜ କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ତେଜସ୍ବୀଙ୍କ ଆବେଦନକୁ ଖାରଜ କରି ତାଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନ ନିକଟରେ ଥିବା ଏହି ବଙ୍ଗଳାକୁ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଥିବା ସମୟରେ ପାଇଥିଲେ। କ୍ଷମତାରୁ ଯିବା ପରେ ଏହି ବଙ୍ଗଳା ନେଇ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର