ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇ ପୁରୋହିତ ଗିରଫ

ଥିରୁଅନନ୍ତପୁରମ୍‌,: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେଇଥିବା କେରଳର ଜଣେ ମନ୍ଦିର ପୁରୋହିତଙ୍କୁପୁଲିସ ଗିରଫ କରିଛି। ରାଷ୍ଟ୍ରପତି ଏବେ ୩ ଦିନିଆ କେରଳ ଗସ୍ତରେ ଅଛନ୍ତି। ଆସନ୍ତା ମଙ୍ଗଳବାର ସେ ଥ୍ରିସୁରର ସେଣ୍ଟ୍‌ ଥୋମାସ୍‌ କଲେଜ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ଏହି କାର୍ଯ୍ୟକ୍ରମ ସ୍ଥଳରେ ହିଁ ବିସ୍ଫୋରକ ଖଞ୍ଚି କୋବିନ୍ଦଙ୍କୁ ଉଡ଼ାଇ ଦେବାର ଧମକ ଦେଇଥିଲେ ଚିରକ୍କଲ ଭଗବତୀ ମନ୍ଦିରର ପୁରୋହିତ ବି ଜୟରାମ।

ସମ୍ବନ୍ଧିତ ଖବର