‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’

ଅଭିନେତା ଅନୁପମ୍‌ ଖେର୍‌  ଟ୍ଵିଟର୍‌ରେ ନିଜ ଅଭିନୀତ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର ଏହି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଚଳଚ୍ଚିତ୍ରର ରାଜନୈତିକ ଚରିତ୍ର ଭୂମିକାରେ ଅଭିନୟ କରିଥିବା ସମସ୍ତ କଳାକାର ଅଛନ୍ତି। ମଝିରେ ବସିଥିବା ଅନୁପମ୍‌ ଅବିକଳ ମନମୋହନ ସିଂହଙ୍କ ଭଳି ଦିଶୁଛନ୍ତି। ଡିସେମ୍ବର ୨୧ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର