ଟିଏମ୍‌ସି ସାଂସଦ ବିଜେପିରେ

କୋଲକାତା: ଟିଏମ୍‌ସି ଲୋକସଭା ସାଂସଦ ସୌମିତ୍ର ଖାନ୍‌ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସୌମିତ୍ର ପ୍ରଥମ ଲୋକସଭା ସାଂସଦ ଭାବେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ୨୦୧୭ ନଭେମ୍ବରରେ ଟିଏମ୍‌ସି ରାଜ୍ୟସଭା ସାଂସଦ ମୁକୁଲ୍‌ ରାୟ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର