ବିଶାଖାପାଟଣାରୁ ୨ ମାଓବାଦୀ ଗିରଫ

ଚିତ୍ରକୋଣ୍ଡା:  ବିଶାଖାପାଟଣା ଜିଲ୍ଲା ଆନାବରମ୍‌ରେ ସୋମବାର ୨ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ଦୁଇ ମାଓବାଦୀ ମାଲକାନଗିରି ଜିଲ୍ଲାର ରାଲେଗଡ଼ ଗାଁର ବୋଲି ଜଣାପଡ଼ିଛି। ଦୁଇ ମାଓବାଦୀଙ୍କ ନାମ କୋରା ସୁହୁ ଓ ଅନ୍ୟ ଜଣଙ୍କ ନାମ ବେଞ୍ଜିବାବୁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଉଭୟେ ଆନ୍ଧ୍ର ଓ ଓଡ଼ିଶା ସୀମାର କୋନାଲ କମିଟିର ସଦସ୍ୟ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର