ଭୀମା କୋରେଗାଓଁ ହିଂସା ମାମଲା:୧୪ ଦିନିଆ ନ୍ୟାୟିକ ହାଜତରେ ୩ ସାମାଜିକ କର୍ମୀ

ନୂଆଦିଲ୍ଲୀ,: ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍‌ ନେଇ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ମଧ୍ୟରୁ ଆଜି ୩ ଜଣ ସାମାଜିକ କର୍ମୀ ସୁଧା ଭରଦ୍ବାଜ, ଅରୁଣ ଫେରେଇରା ଏବଂ ଭେର୍ନନ୍‌ ଗନସାଲଭେସ୍‌ଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦିଆ‌ଯାଇଛି। ପୁନେ ଜିଲ୍ଲା କୋର୍ଟ ଉକ୍ତ ସାମାଜିକ କର୍ମୀମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର