ବୀରେନ୍ଦ୍ର କୁମାର ଲୋକସଭାର ଅନ୍ତରୀଣ ବାଚସ୍ପତି ହେବେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଜେପି ସାଂସଦ ବୀରେନ୍ଦ୍ର କୁମାର ଲୋକସଭାର ଅନ୍ତରୀଣ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିବା କୁମାର ଅନ୍ତରୀଣ ବାଚସ୍ପତି ଭାବେ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିବେ ଏବଂ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଚଳିତ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‌ ୧୭ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର