ଅନୁସନ୍ଧାନ କରୁଥିବା ବର୍ଗ

କେରଳ ବନ୍ୟା

‘ସେନା ପାଇଁ କେବେ ବି କର୍ତ୍ତବ୍ୟରୁ ବିରତି ନଥାଏ’; ସେନା ବାହିନୀର ଏ ଉକ୍ତିକୁ କାମରେ କରି ଦେଖାଇଲେ ସେନା…

ନୂଆଦିଲ୍ଲୀ: କୁହାଯାଏ, ‘ଜଣେ ସେନା ପାଇଁ କେବେ ବି କର୍ତ୍ତବ୍ୟରୁ ବିରତି ନଥାଏ’। ସେନା ବାହିନୀରେ ପ୍ରଚଳିତ ଥିବା ଏହି ଉକ୍ତିକୁ ଏବେ କାର୍ଯ୍ୟରେ କରି ଦେଖାଇଛନ୍ତି ମେଜର ହିମନ୍ତ ରାଜ୍‌। ମାଡ୍ରାସ ସପ୍ତ ଶକ୍ତି କମାଣ୍ଡରେ ମେଜର ଭାବେ ଅବସ୍ଥାପିତ ୨୮ ବର୍ଷ ବୟସ୍କ ମେଜର ହିମନ୍ତ ରାଜ୍‌ ଛୁଟି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା: ହିନ୍ଦୁଙ୍କ ପାଇଁ ସାହାରା ପାଲଟିଛି ମସ୍‌ଜିଦ୍‌

ତିରୁବନନ୍ତପୁରମ୍‌: କେରଳରେ ଲଗାତାର ବର୍ଷା ଜାରି ରହିବା ପରେ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ମସ୍‌ଜିଦ ନିଜ ଦ୍ୱାର ଖୋଲି ଦେଇଛି। ଏହି ମସ୍‌ଜିଦ୍‌ରେ ସମସ୍ତ ଜାତି ଓ ଧର୍ମର ଲୋକ ଆଶ୍ରୟ ନେଇ ପାରିବେ। କେରଳ ବନ୍ୟାରେ ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ହିନ୍ଦୁ ସମେତ ଅନ୍ୟାନ୍ୟ ଧର୍ମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ହେଲିକପ୍ଟରରେ ଉଡ଼ିବା ନିଶା ଯୋଗୁଁ ଜଳବନ୍ଦୀରୁ ଉଦ୍ଧାର ହୋଇପାରିଲେ ନାହିଁ ମହିଳା ଓ ଶିଶୁ, ପାଣିରେ ପଡ଼ିଲା…

ତିରୁବନନ୍ତପୁରମ୍‌: କିଛି ଲୋକଙ୍କର ଖେଳ ଅନ୍ୟମାନଙ୍କ ପାଇଁ କାଳ ହୋଇଥାଏ। ଏପରି ଏକ ଘଟଣା ଘଟିଛି ବନ୍ୟା ପ୍ରପୀଡିତ କେରଳରେ। ଜଣେ ଯୁବକଙ୍କର ହେଲିକପ୍ଟର ଉଡ଼ିବାର ଇଚ୍ଛା ଯୋଗୁଁ  ଜଣେ ମହିଳା ଓ ଶିଶୁଙ୍କୁ ଉଦ୍ଧାର  କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ବାୟୁସେନାର…
ଅଧିକ ଖବର ଦେଖନ୍ତୁ...

ବିବାହ ବାତିଲ୍‌ କରି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଗଲେ ଏହି ସହୃଦୟ ଅଭିନେତା

ଥିରୁଅନନ୍ତପୁରମ୍‌: ଗତ କିଛି ଦିନ ହେବ କେରଳରେ ବନ୍ୟା ହେବା ପରେ ଦେଶର କୋଣ ଅନୁକୋଣରୁ ରାଜ୍ୟବାସୀଙ୍କ ପାଇଁ ସମବେଦନାର ସୁଅ ଛୁଟିଛି। ଏପରିକି କେରଳର ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡ୍‌କୁ ସେଲିବ୍ରିଟିରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସହାୟତା ରାଶି ପ୍ରେରଣ କରୁଛନ୍ତି। କେରଳ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ କ୍ଷୟକ୍ଷତିର ପରିମାଣ ୨୦, ୦୦୦ କୋଟି; ୨୬ ଅଗଷ୍ଟରେ ଖୋଲିବ କୋଚି ବିମାନ ବନ୍ଦର

ଥିରୁବନନ୍ତପୁରମ୍‌: କେରଳ ବନ୍ୟା ବିଭୀଷିକା ବର୍ତ୍ତମାନ ଅନ୍ତର୍ଜାତୀୟ ପରିସରରେ ପହଞ୍ଚିଛି। ବିଭିନ୍ନ ଦେଶରୁ ଶୋକବାର୍ତ୍ତା ଆସିବା ସହ ସାହାଯ୍ୟ ମଧ୍ୟ ଆସିବା ଆରମ୍ଭ ହୋଇଛି। କେରଳରେ ସଂଘଠିତ ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ପ୍ରାଥମିକ କ୍ଷୟକ୍ଷତିର ରିପୋର୍ଟ ଆସିଛି। ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ନଅବର୍ଷର ଝିଅ ସାଇକେଲ କିଣିବା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ଦାନ କରିବା…

ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଦେଇଥିବା ନେଇ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ଯୌନ କର୍ମୀଙ୍କ ମହାନତା; କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ…

ଅହେମଦନଗର (ମହାରାଷ୍ଟ୍ର): କେରଳର ପ୍ରଳୟଙ୍କରୀ ବନ୍ୟା ପରିପ୍ରେକ୍ଷୀରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ମହାରାଷ୍ଟ୍ରର ଯୌନ କର୍ମୀଙ୍କ ହୃଦୟକୁ ମଧ୍ୟ ଦୋହଲାଇ ଦେଇଛି। କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ନିଜର ସହାୟତାର ହାତ ବଢ଼ାଇ ମହାରାଷ୍ଟ୍ରର ଯୌନ କର୍ମୀମାନେ ସେମାନଙ୍କର ମହାନତା ଦେଖାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କଲେ ସରକାର

ନୂଆଦିଲ୍ଲୀ : କେରଳରେ ଦେଖାଦେଇଥିବା ଅଭୁତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼ କରିଛି । ତ୍ରିଶୁର ଜିଲ୍ଲାର ପାଲିଏକାରା, ପାଲାକଡ଼ ଜିଲ୍ଲା ପାମପାମପାଲ୍ଲାମ ଏବଂ କୋଚିନ ଜିଲ୍ଲାର କୁମ୍ବଲମ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ଦୁର୍ଗତଙ୍କୁ ଦୈନିକ ୫୦ ହଜାର ରୁଟି ଯୋଗାଉଛନ୍ତି ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରର କଏଦୀ

ଥିରୁବନନ୍ତପୁରମ୍‌ (କେରଳ): ବନ୍ୟାକ୍ଲୀଷ୍ଟ କେରଳର ବନ୍ୟା ଦୁର୍ଗତଙ୍କ ଆଡ଼କୁ ସମସ୍ତେ ନିଜ ନିଜ ବାଟରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ଏବେ ଆଗେଇ ଆସିଛନ୍ତି। ଏ ପରିସ୍ଥିତିରେ କେରଳର ଥିରୁବନନ୍ତପୁରମ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ ମଧ୍ୟ କିଛି ପଛରେ ପଡ଼ିଯାଇ…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ ! ଦୁର୍ଘଟଣାର ଶିକାର ହେବା ପରେ ବାଇକ୍‌ରୁ ବାପା-ମା’ ରାସ୍ତାକୁ ଛିଟିକି ପଡିଲେ, ଦୁଇ/ତିନି ବର୍ଷର ଶିଶୁ…

ଚେନ୍ନାଇ: ସତରେ ‘ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ’ । ଏଭଳି ଉକ୍ତିର ଯଥାର୍ଥ ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ  ଦୁଇଟି ବାଇକ୍‌ ମଧ୍ୟରେ ଶକ୍ତ ହୋଇଥିଲା। ଫଳରେ ଗୋଟିଏ ବାଇକ୍‌ରେ ବସି ବାପା-ମା’ ଓ ଛୁଆ…
ଅଧିକ ଖବର ଦେଖନ୍ତୁ...