ଅନୁସନ୍ଧାନ କରୁଥିବା ବର୍ଗ

କେରଳ ବନ୍ୟା

ହାତରେ ଥିଲା ମାତ୍ର ୩ ସେକେଣ୍ଡର ସମୟ, ଜୀବନକୁ ବାଜି ଲଗାଇ ଛାତ ଉପରେ ହେଲିକପ୍ଟରକୁ ଅବତରଣ କରାଇ ୨୬ ଜଣ ବନ୍ୟା…

କୋଚି (କେରଳ): କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ଭାରତୀୟ ନୌସେନାର ଆଉ ଏକ ସାହସିକ କାର୍ଯ୍ୟର ଉଦାହାରଣ ଦେଖିବାକୁ ମିଳିଛି କେରଳର ବନ୍ୟା ପ୍ଲାବିତ ଚାଲାକୁଡ଼ି ସହରରେ। ଏହି ପୂରା ଘଟଣାର ଭିଡିଓ ଚିତ୍ର ଏବେ ଭାଇରାଲ ହେବା ପରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟର ବିଚାରପତିମାନେ କେରଳ ବନ୍ୟାପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବେ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ସମସ୍ତ ବିଚାରପତି କେରଳର ବନ୍ୟାଦୁର୍ଗତମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାାପତି ଜଷ୍ଟିସ ଦୀପକ କୁମାର ମିଶ୍ର ଏକ ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆହ୍ଵାନ

ଭୁବନେଶ୍ୱର : କେରଳରେ ପ୍ରବଳ ବନ୍ୟାରେ ଶିକାର ହୋଇଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଗଠିତ ହୋଇଛି ‘କେରଳ ବନ୍ୟା ବିପନ୍ନ ସହାୟତା କମିଟି’। ମାନବିକତା ଦୃଷ୍ଟିରୁ ରିଲିଫ ସଂଗ୍ରହ ଅଭିଯାନରେ ନିଜକୁ ସାମିଲ କରିବା ସହିତ ଯଥାସମ୍ଭବ ସହାୟତା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେରଳ ପ୍ରଳୟ:ଭାସିଗଲା ୨୦ ହଜାର ଘର : ରିଲିଫ ଶିବିରରେ ୧୦ ଲକ୍ଷ ଲୋକ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ସମସ୍ତ ୨୫ ଜଣ ବିଚାରପତି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ତେବେ ସମସ୍ତେ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏ ନେଇ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ଘୋଷଣା କରିଛନ୍ତି। ଏ ନେଇ ସେ କହିଛନ୍ତି, ରାଜ୍ୟବାସୀଙ୍କୁ ଏଭଳି…
ଅଧିକ ଖବର ଦେଖନ୍ତୁ...

କେରଳରେ ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ

କଟକ : କେରଳ ବନ୍ୟା ପରିସ୍ଥିତିର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଓଡ଼ିଶା ଅଗ୍ନିଶମ ସେବା ଦୁଇ ଦିନ ମଧ୍ୟରେ ପାଖାପାଖି ୨୧୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ପ୍ରଥମ ଦିନରେ ପ୍ରାୟ ୧୮୦୦ ଜଣଙ୍କୁ ଉଦ୍ଧାର କରାଯିବା ପରେ ଆଜିଠୁ ରିଲିଫ୍‌ ବଣ୍ଟା କାର୍ଯ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କେରଳବାସୀଙ୍କୁ ସାହାଯ୍ୟ କରିବା ପାଇଁ ନବଦମ୍ପତି ଆପଣାଇଲେ ଅଭିନବ ଉପାୟ, ଉପହାର ଭାବେ ଅତିଥିଙ୍କୁ ଆଣିବାକୁ କହିଲେ…

ଥିରୁବନନ୍ତପୁରମ : କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଇଁ ସାରା ଦେଶ ଏବେ ଚିନ୍ତାରେ । କେରଳକୁ ପୂର୍ବ ପରି ଗଢ଼ିବା ପାଇଁ ସାରା ଦେଶ ଏବେ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ତେବେ କେରଳରେ ଯେଉଁ ଲୋକମାନେ ବନ୍ୟାର ସାମ୍ନା କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉପାୟ…
ଅଧିକ ଖବର ଦେଖନ୍ତୁ...

କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ୫କୋଟି ଟଙ୍କା ସହାୟତା ଦେଇଛନ୍ତି କି?

ମୁମ୍ବାଇ : ୧୦୦ବର୍ଷର ଇତିହାସରେ ଘଟି ନଥିବା ଘଟଣାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିବା ସହ ଏ ପର୍ଯ୍ୟନ୍ତ ୩୭୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇ ସାରିଲାଣି । କେରଳବାସୀଙ୍କ ସହାୟତା ପାଇଁ ଓଡ଼ିଶା ସହ ଅନେକ ରାଜ୍ୟ ସାହାଯ୍ୟର ହାତ ବଢ଼ାଉଥିବା ବେଳେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାକୁ ‘ଗୁରୁତର ପ୍ରାକୃତିକ ଦୁର୍ବିପାକ’ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର କେରଳରେ ଦେଖାଦେଇଥିବା ବିିନାଶକାରୀ ବନ୍ୟାକୁ ଗୁରୁତର ପ୍ରାକୃତିକ ଦୁର୍ବିପାକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କେରଳରେ ଦେଖାଯାଇଥିବା…
ଅଧିକ ଖବର ଦେଖନ୍ତୁ...

କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନ ସେବା ଯୋଗାଇବେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଜେଟ୍‌…

କୋଚି (କେରଳ): ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିବା କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଜି (ସୋମବାର) ଠାରୁ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଜେଟ୍‌ ଏୟାରେଓ୍ଵଜ୍‌, ଗୋଏୟାର, ସ୍ପାଇସ୍‌ ଜେଟ୍‌ ପ୍ରମୁଖ ବିମାନ ସେବା…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା: ଆଖି ଭିଜାଇଲା ନୌସେନା କମାଣ୍ଡରଙ୍କ ସାହସିକତା, ମନ ଜିଣିଲା ମହିଳାଙ୍କ କୃତଜ୍ଞତା ଶୈଳୀ

ଥିରୁବନନ୍ତପୁରମ୍‌: ନିକଟ ଅତୀତରେ କେରଳ ବନ୍ୟାରେ ବହୁ କ୍ଷୟକ୍ଷତି ସହି ସାରିଲେଣି ରାଜ୍ୟବାସୀ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଗଷ୍ଟ ୮ ତାରିଖରୁ ପ୍ରାୟ ୨୧୦ ଜଣଙ୍କର ବନ୍ୟା ହେତୁ ମୃତ୍ୟୁ ଘଟିଥିବା ବେଳେ ୭ ଲକ୍ଷ ଲୋକ ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...