ଅନୁସନ୍ଧାନ କରୁଥିବା ବର୍ଗ

କେରଳ ବନ୍ୟା

କେରଳ ବନ୍ୟା: ବୁଧବାର ସକାଳେ କେରଳରୁ ଆସୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିବ

ଭୁବନେଶ୍ୱର: କେରଳରେ ଦେଖାଯାଇଥିବା ଶତାଦ୍ଦୀର ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଗତକାଲି ଜଣାପଡ଼ିଥିଲା। ତେବେ କୋଚୁଭେଲିରୁ ଆସୁଥିବା ଏକ ସ୍ୱତନ୍ତ୍ର ଟ୍ରେନ୍‌ ବୁଧବାର ସକାଳେ ଭୁବନେଶ୍ୱରରେ ଆସି ପହଞ୍ଚିବ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ବନ୍ୟା ଘେରରେ ରହିଛନ୍ତି ଶହ ଶହ ଓଡ଼ିଆ, ସହାୟତା ପାଇଁ କେରଳ ସରକାରଙ୍କୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର : କେରଳରେ ଏବେ ଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କେରଳରେ କାମ କରୁଥିବା ଶହ ଶହ ଓଡ଼ିଆ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏସବୁ ଲୋକମାନଙ୍କୁ ଉଦ୍ଧାର ତଥା ସହାୟତା ପ୍ରଦାନ କରିବା…
ଅଧିକ ଖବର ଦେଖନ୍ତୁ...

ଏହି ୧୦ ଗୁରୁତ୍ୱପୂର୍ଣ୍ଣ ସୂଚନା ପଢ଼ିଲେ ଜାଣିପାରିବେ କେରଳରେ ବନ୍ୟାର ଭୟାବହତା କେତେ

ତିରୁବନନ୍ତପୁରମ୍ : ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ଶିକାର ହୋଇଛି କେରଳ। ପ୍ରକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଇଶ୍ୱରଙ୍କ ଭୂମି କୁହାଯାଉଥିବା କେରଳ ଏବେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୦,୦୦୦ରୁ ଅଧିକ ବାସହୀନ ହୋଇପଡ଼ିଛନ୍ତି। ଆସନ୍ତୁ ଜାଣିବା କେରଳ ବନ୍ୟା…
ଅଧିକ ଖବର ଦେଖନ୍ତୁ...

ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ: କେରଳରେ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ଜୀବନକୁ ବାଜି ଲଗାଇଥିବା ସେନା…

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ଏବେ ସେନା ବାହିନୀ ଠାରୁ ଆରମ୍ଭ କରି ଏନ୍‌ଡିଆରଏଫ୍‌ ଓ ସରକାରୀ, ବେସରକାରୀ ସବୁ ସ୍ତରରୁ ଯୁଦ୍ଧକାଳୀନ…
ଅଧିକ ଖବର ଦେଖନ୍ତୁ...

ସାଇକେଲ୍‌ ପାଇଁ ସଞ୍ଚିତ ୯ ହଜାର ଟଙ୍କା କେରଳକୁ ଦାନ କରିଥିବା ଝିଅକୁ ପ୍ରତି ବର୍ଷ ବାଇକ୍‌ଟିଏ ଦେବ ହିରୋ ମୋଟର୍ସ

ବିଲ୍ଲପୁରମ୍‌: କେରଳ ବନ୍ୟା ଦୁର୍ଗତଙ୍କ ସାହାଯ୍ୟାର୍ଥେ ଜଣେ ନଅ ବର୍ଷିୟ ବାଳିକା ନୂଆ ସାଇକେଲ୍‌ ଖଣ୍ଡେ କିଣିବା ପାଇଁ ସଞ୍ଚୟ କରିଥିବା ୯ ହଜାର ଟଙ୍କା ଦାନ କରିଥିବା କଥା ଜାଣିବା ପରେ ଏକ ପ୍ରମୁଖ ସାଇକେଲ୍‌ ନିର୍ମାଣକାରୀ କମ୍ପାନି ତାଙ୍କୁ ଗୋଟାଏ ସାଇକେଲ୍‌ ଉପହାର ଦେବାକୁ ପ୍ରତିଶ୍ରୁତି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା : ଟାପୁରେ ଫସିଛନ୍ତି ୧୯ ଓଡ଼ିଆ ଶ୍ରମିକ

ଦଶପଲ୍ଲା : କାମ ଅନେ୍ଵଷଣରେ ଓଡ଼ିଶାରୁ କେରଳ ଯାଇଥିବା ଶତାଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି କେରଳର ପ୍ରଳୟଙ୍କରୀ ବନ୍ୟାରେ। ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକ୍‌ର ଚଢ଼େୟାପଲ୍ଲୀ, କୁଜାମେଣ୍ଢି, ବାଣିଗୋଛା, କଳସାଖମଣ ଏବଂ ନୂଆଗାଁ ଆଦି ପଞ୍ଚାୟତର ୧୯ ଜଣ ଶ୍ରମିକ ଏକ…
ଅଧିକ ଖବର ଦେଖନ୍ତୁ...

କେରଳ: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା; ୭ ଲକ୍ଷଙ୍କୁ ସଂକ୍ରମଣ ଭୟ

କୋଚି : କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା ମଧ୍ୟରେ ୧୦ ଦିନ ଘାଣ୍ଟିହେବା ପରେ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ବର୍ଷା ପରିମାଣ କମିବା ସହିତ ବିପଦ ଟଳିବା ଆରମ୍ଭ କରିଛି। କିନ୍ତୁ ରିଲିଫ୍‌ ଶିବିରରେ ଆଶ୍ରୟ ନେଇଥିବା ପ୍ରାୟ ୭ ଲକ୍ଷ ଲୋକଙ୍କଠାରେ ଏବେ ସଂକ୍ରମଣ ଭୟ…
ଅଧିକ ଖବର ଦେଖନ୍ତୁ...

କେରଳ ବର୍ଷା ପ୍ରଳୟ: ୩.୧୪ ଲକ୍ଷ ଉଦ୍ଧାର

କୋଚି: ବିଗତ ୧୦୦ ବର୍ଷ ମଧ୍ୟରେ କେରଳରେ ପ୍ରଥମ ଥର ପାଇଁ ବର୍ଷା ଓ ବନ୍ୟା ଏଭଳି ବଡ଼ଧରଣର ବିଭୀଷିକା ସୃଷ୍ଟି କରିଛି। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପାଣି ଜମିବା ଯୋଗୁ ହଜାର ହଜାର ଲୋକ ଫସିରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୩.୧୪ ଲକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟଙ୍କ ପରେ କେରଳବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ୍‌, ଦେଲେ ୨୧ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ପରେ ଏବେ ଶାହାରୁଖ୍‌ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାହାଯ୍ୟ ହାତ ବଢ଼ାଇଥିବା ଜଣା ପଡ଼ିଛି । କିଙ୍ଗ ଖାନ୍‌ଙ୍କ ମୀର ଫାଉଣ୍ଡେସନ ତରଫରୁ କେରଳବାସୀଙ୍କୁ ୨୧ଲକ୍ଷ ଟଙ୍କା ଦିଆ ଯାଇଛି । ବିଗତ ୧୦୦ ବର୍ଷର…
ଅଧିକ ଖବର ଦେଖନ୍ତୁ...