ଅନୁସନ୍ଧାନ କରୁଥିବା ବର୍ଗ

କେରଳ ବନ୍ୟା

ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ସର୍ଭେ କରି ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ସାଙ୍ଘାତିକ ଆହତମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ରାଶି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାଜନିତ ଜୀବନହାନି ଯୋଗୁଁ ଦୁଃଖ ପ୍ରକାଶ କଲା ଜାତିସଂଘ

ଜାତିସଂଘ: କେରଳରେ ବନ୍ୟା ଯୋଗୁଁ ଘଟିଥିବା ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ବିଶ୍ୱ ସଙ୍ଗଠନ ଦୁଃଖିତ ବୋଲି ଜାତିସଂଘର ସାଧାରଣ ସଚିବ ଆଣ୍ଟୋନିଓ ଗଟେରେସ୍‌ ଏକ ବିବୃତିରେ କହିଛନ୍ତି। ପରିସ୍ଥିତି ଉପରେ ଜାତିସଂଘ ଦୃଷ୍ଟି ରଖିଛି ବୋଲି ସେ କହିଛନ୍ତି। ଜାତିସଂଘର ପ୍ରଧାନ ମୁଖପାତ୍ର…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାକ୍ଳୀଷ୍ଟ ଜୀବଜନ୍ତୁଙ୍କୁ ଉଦ୍ଧାର କରୁଛନ୍ତି ପ୍ରାଣୀ ଅଧିକାର କର୍ମୀ

ତିରୁବନନ୍ତପୁରମ୍‌: ବନ୍ୟା ବିତ୍ପାତ ଯୋଗୁଁ କେରଳରେ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବା ସହ ମୃତ୍ୟୁସଂଖ୍ୟା ୩୨୪ ପହଞ୍ଚିଛି; ଜୀବଜନ୍ତୁମାନେ ବି କମ୍‌ ହଇରାଣ ହରକତ ହେଉ ନାହାନ୍ତି। ପରିତ୍ୟକ୍ତ ଜୀବଜନ୍ତୁଙ୍କୁ ଉଦ୍ଧାର କରିବାକୁ ଆନିମଲ୍‌ ରେସ୍କ୍‌୍ୟୁୟର୍ସମାନେ କେରଳରେ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ ଫସିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ୧୩୦ ଜଣ ଲୋକ କେରଳ ବନ୍ୟାରେ ଫସିରହିଥିବା ନେଇ ସୂଚନା ମିଳିଛି। ସ୍ୱତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ନିକଟରେ ଏନେଇ ଖବର ପହଞ୍ଚିବା ପରେ ସେମାନଙ୍କ ଉଦ୍ଧାର ଓ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ କେରଳ ସରକାରଙ୍କୁ ଅନୁରୋଧ…
ଅଧିକ ଖବର ଦେଖନ୍ତୁ...

କେରଳ ବେହାଲ୍‌ : ମୃତ୍ୟୁସଂଖ୍ୟା ୩୨୪ ଛୁଇଁଲା

ଥିରୁବନନ୍ତପୁରମ୍‌ : କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏବେ ୧୫୬୮ଟି ଆଶ୍ରୟସ୍ଥଳରେ ରହିଛନ୍ତି। ରାଜ୍ୟରେ ଏବେ ସମୁଦାୟ ୮୦ଟି…
ଅଧିକ ଖବର ଦେଖନ୍ତୁ...

କେରଳରେ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟା, ମୃତ୍ୟୁ ସଂଖ୍ୟା ୩୨୪

ନୂଆଦିଲ୍ଲୀ: କେରଳରେ ବନ୍ୟା ବିଗତ ୧୦୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ଅନେକ ଅଞ୍ଚ‌ଳରେ ଲୋକେ ପାଣି ଘେରରେ ଅଛନ୍ତି। କିଛି ଦିନହେବ ପ୍ରଳୟକାରୀ ବନ୍ୟା ଯୋଗୁଁ ଶୁକ୍ରବାର ପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଲକ୍ଷାଧିକ ଲୋକ ବନ୍ୟା ଜଳରେ ଫସିଛନ୍ତି। କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା : ହେଲିକପ୍ଟରରେ ଉଦ୍ଧାର ହୋଇଥିବା ଗର୍ଭବତୀ ମହିଳା ଜନ୍ମ ଦେଲେ ପୁତ୍ରସନ୍ତାନ

ଥିରୁବନନ୍ତପୁରମ୍‌ : ସାରା ଦେଶରେ କେରଳର ଲଗାଣ ବର୍ଷା ପାଇଁ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛିା ୧୦୦ବର୍ଷର ଇତିହାସରେ କେରଳରେ ଏପରି ଘଟିନଥିବା ବେଳେ ଏଭଳି ପରିସ୍ଥିତି ଦେଖି ଭୟଭୀତ ହୋଇଛନ୍ତି ଲୋକେ । ଏ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରି ସାରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ହେଲପ୍‌ଲାଇନ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ପାଣିରେ ଲକ୍ଷାଧିକ ଲୋକ ଫସି ରହିଥିବା ବେଳେ ଏଥିରେ ଶତାଧିକ ଓଡ଼ିଆ ଲୋକ ମଧ୍ୟ ସାମିଲ ଅଛନ୍ତି। ଏଥି ପାଇଁ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଓଡ଼ିଶାର ଲୋକଙ୍କ ପାଇଁ ହେଲପ୍‌ଲାଇନ୍‌ ଜାରି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟାରେ ୩୨୪ ମୃତ; ପୁଣି ପ୍ରବଳ ବର୍ଷାର ଆଶଙ୍କା ନେଇ ରେଡ୍‌ ଆଲର୍ଟ ଜାରି

କୋଚି (କେରଳ): କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୩୨୪ ଜଣଙ୍କର ମୁତ୍ୟୁ ହୋଇ ସାରିଲାଣି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ଭିଜୟନ୍‌। ଚଳିତ ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ହଜାର ହଜାର ଲୋକ ବାସ ଶୂନ୍ୟ ହୋଇଥିବା ବେଳେୂ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କେରଳର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯାଇ ଟ୍ରକ୍‌ରୁ କାନ୍ଧରେ ଚାଉଳ ବସ୍ତା ବୋହିଲେ ଦୁଇ ଆଇଏଏସ୍‌ ଅଫିସର, ଫଟୋ…

ଓ୍ଵାୟନାଡ଼ : କେରଳ ଉପୁଜିଥିବା ବନ୍ୟା ପରିସ୍ଥିତି ଏବେ ବିନାଶକାରୀ ରୂପ ନେବାରେ ଲାଗିଛି । ବର୍ଷା ଜନିତ ବନ୍ୟାରେ ଏଯାବତ୍‌ ୧୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳ ୧୦୦ବର୍ଷ ଇତିହାସରେ କେରଳରେ ଏପରି ଭୟାନକ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...