ଅନୁସନ୍ଧାନ କରୁଥିବା ବର୍ଗ

କୁମ୍ଭମେଳା

କୁମ୍ଭମେଳାରେ ଅଘଟଣ : ପ୍ରୟାଗରାଜ ସଙ୍ଗମସ୍ଥଳରେ ଓଲଟିଲା ଡଙ୍ଗା, ୧୨ ଯାତ୍ରୀ ଉଦ୍ଧାର

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଏକ ବଡ ଦୁର୍ଘଟଣା ଘଟିଛି । ଶନିବାର ସକାଳେ ସଙ୍ଗମରେ ଶ୍ରଦ୍ଧାଳୁଙ୍କୁ .ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାର ଖବର ଆସିଛି । ସୂଚନାଯୋଗ୍ୟ,ଏହି ଡଙ୍ଗାରେ ୧୨ଜଣ  ଯାତ୍ରା କରୁଥିଲେ । ସଙ୍ଗମରେ ଡଙ୍ଗା ବୁଡିବାର ସୂଚନା ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳାରେ ବିଭିନ୍ନ ଶିବିର ବୁଲି ନାଗାବାବାମାନଙ୍କୁ ଗଞ୍ଜେଇ ଦାନ ମାଗୁଛନ୍ତି ବାବା ରାମଦେବ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଭୀକ୍ଷୁ ଆସିଛନ୍ତି । ତେବେ ମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସନ୍ୟାସୀ । ନାଗା ସନ୍ୟାସୀଙ୍କ ଗଞ୍ଜେଇ ଚିଲମ ଟାଣିବା…
ଅଧିକ ଖବର ଦେଖନ୍ତୁ...

ପାପ ଧୋଇବାକୁ କୁମ୍ଭ ଆସିଥିଲା ଏହି ହତ୍ୟାକାରୀ, ପୁଲିସ ହାତରେ ଧରାପଡିଗଲା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ଧାଇଁ ଆସି ଆସିଛନ୍ତି ପବିତ୍ର ସଂଗମରେ ବୁଡ ପକାଇ ପାପ ଧୋଇବାକୁ ଓ ପୂଣ୍ୟ ଅର୍ଜନ କରିବାକୁ । ବହୁ ଅପରାଧୀ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଧର୍ମର ଆକର୍ଷଣରେ ପଡିଗଲେ ହଙ୍ଗେରୀର ଏହି ମହିଳା ଡାକ୍ତର, ହୋଇଗଲେ ନାଗା ସନ୍ୟାସିନୀ

ପ୍ରୟାଗରାଜ : ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି । ଏବେ ପ୍ରୟାଗରାଜଠାରେ କୁମ୍ଭମେଳା ଚାଲିଥିବାବେଳେ ଅନେକ ବିଦେଶୀ ଏଠାକୁ ଆସିବାରେ ଲାଗିଛନ୍ତି । କେତେକ ବିଦେଶୀ ନିଜର ସବୁ ପାର୍ଥିବ ସଫଳତାକୁ ତ୍ୟାଗ କରି ସନାତନ ଧର୍ମରେ ସାମିଲ ହୋଇଯାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ଗୋଟିଏ ଦିନରେ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରିବା ସହ ନାଗା ସନ୍ୟାସୀ ହୋଇଗଲେ

ପ୍ରୟାଗରାଜ : କୁମ୍ଭ ମେଳାରେ ଗତକାଲି ପ୍ରାୟ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରି ଆନୁଷ୍ଠାନିକ ଭାବେ ନାଗା ସନ୍ୟାସୀ ହେବାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେତେକ ବିଦେଶୀ ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ଜୁନା ଆଖଡ଼ାରେ ସାମିଲ ହୋଇଛନ୍ତି । ନିଜେ ନିଜ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି କୁମ୍ଭମେଳାରେ କ୍ୟାବିନେଟ ବୈଠକ କରିବା ପରେ ବୁଡ ପକାଇବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ : ଉତ୍ତରପ୍ରଦେଶରେ ଶାସନାଧୀନ ଆଦିତ୍ୟ ଯୋଗୀ ସରକାର ଆସନ୍ତା କାଲି କୁମ୍ଭ ମେଳାରେ ଏକ କ୍ୟାବିନେଟ୍‌ ବୈଠକ କରିବେ । ଏହି ବୈଠକ କୁମ୍ଭ ମେଳାର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରଠାରେ ଅନୁଷ୍ଠିତ ହେବ । ଏଥିରେ ଯୋଗୀ କ୍ୟାବିନେଟର ସବୁ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରୟାଗରାଜ କୁମ୍ଭ ମେଳାରେ ବୁଡ ପକାଇଲେ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ

ପ୍ରୟାଗରାଜ : ମରିସସ ପ୍ରଧାନମନ୍ତ୍ରୀ ମିଷ୍ଟର ପ୍ରବିନ୍ଦ ଜଗନ୍ନାଥ ଗତକାଲି ପ୍ରୟାଗରାଜ କୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରି ଭଗବାନ ହନୁମାନଙ୍କର ପୂଜାର୍ଚ୍ଚନା କରିଥିଲେ  । କୁମ୍ଭରେ ନବନିର୍ମିତ ସମନ୍ୱିତ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳା : ଆକର୍ଷଣର କେନ୍ଦ୍ରରେ ନାଗାବାବାଙ୍କ ସହ ଆସିଥିବା କୁକୁର , କେଉଁ କୁକୁର ନାଁରେ ଆଧାର କାର୍ଡ ରହିଛି ତ…

କୁମ୍ଭନଗରୀ (ପ୍ରୟାଗରାଜ) : ପବିତ୍ର ତୀର୍ଥ କ୍ଷେତ୍ର ତ୍ରିବେଣୀ ସଂଗମ ବା ପ୍ରୟାଗରାଜଠାରେ ଏବେ ଚାଲିଛି ହିନ୍ଦୁମାନଙ୍କର ମହାସମ୍ମିଳନୀ କୁମ୍ଭ ମେଳା । ଦେଶବିଦେଶରୁ ଲକ୍ଷ ଲକ୍ଷ ସାଧୁସନ୍ୟାସୀ, ଭକ୍ତ ଓ ପର୍ଯ୍ୟଟକମାନେ ଏଠାରେ ଭୀଡ ଜମାଇଛନ୍ତି । ବିବିଧତା ଭରା ସନାତନ ଧର୍ମର ଅନେକ ଅଦ୍ଭୁତ…
ଅଧିକ ଖବର ଦେଖନ୍ତୁ...

ହଜ୍‌ ଯାତ୍ରାରୁ କୁମ୍ଭମେଳାର କିନ୍ନର ଆଖଡା; ଏମିତି ଥିଲା ଭବାନୀଙ୍କ ସଂଘର୍ଷ କାହାଣୀ

ପ୍ରୟାଗରାଜ : ସେ ହେଉଛନ୍ତି କୁମ୍ଭମେଳାରେ ଯୋଗ ଦେଇଥିବା ଏକମାତ୍ର ଆଖଡା ମୁଖ୍ୟ, ଯିଏକି ହଜ୍‌ ଯାତ୍ରା କରିଛନ୍ତି। କୁମ୍ଭମେଳାରେ କିନ୍ନର ଆଖଡାର ମୁଖ୍ୟ ଭାବେ ଅବସ୍ଥାପିତ ଭବାନୀ ନାଥଙ୍କ କାହାଣୀ ଅତ୍ୟନ୍ତ ରୋମାଞ୍ଚକ।ହଜ୍‌ ଯାତ୍ରା କରିଥିବା ଏକମାତ୍ର ହିନ୍ଦୁ ସାଧୁ ଭବାନୀ ନାଥ। ଜଣେ କିନ୍ନର…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ପ୍ରବଳ ଥଣ୍ଡା: ଗଙ୍ଗାନଦୀରେ ସ୍ନାନବେଳେ ଚେତାଶୂନ୍ୟ ହୋଇଗଲେ ବିଦେଶୀ ମହିଳା, ତା’ପରେ କଣ ହେଲା ଜାଣନ୍ତୁ

କୁମ୍ଭନଗରୀ (ପ୍ରୟାଗରାଜ) : କୁମ୍ଭ ମେଳାରେ ଗତ କାଲି ପୌଷପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ଶାହୀ ସ୍ନାନ ବେଳେ ଜଣ ବିଦେଶୀ ଭକ୍ତ ଗଙ୍ଗାନଦୀର ପ୍ରବଳ ଥଣ୍ଡା ଯୋଗୁଁ ଚେତାଶୂନ୍ୟ ହୋଇଗଲେ । ଚେତା ଫେରିବା ପରେ  ତାଙ୍କର ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରୟାଗରାଜଠାରେ ଏବେ…
ଅଧିକ ଖବର ଦେଖନ୍ତୁ...