ଆଫ୍‌ଗାନିସ୍ତାନରେ ଶବଯାତ୍ରା ବେଳେ ବିସ୍ଫୋରଣ, ୧୨ ମୃତ

ଜଲାଲବାଦ୍‌: ଆଫ୍‌ଗାନିସ୍ତାନରେ ଶବଯାତ୍ରା ବେଳେ ରବିବାର ବିସ୍ଫୋରଣ ହେବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆଫ୍‌ଗାନିସ୍ତାନର ପୂର୍ବାଞ୍ଚଳରେ ହୋଇଥିବା ଏହି ଘଟଣାରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ନଙ୍ଗାରହର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତୁଲା ଖୋଗ୍ୟାନି କହିଛନ୍ତି, ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨କୁ ବଢ଼ିଥିବା ବେଳେ ୧୪ଜଣ ଗୁରୁତର ହୋଇଛିନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର