ମହାରାଷ୍ଟ୍ର: ଭଣ୍ଡାରାରେ ଦ୍ରୁତ ଗତିରେ ଯାଉଥିବା ବାହାନ ନେଲା ୭ ଜୀବନ

ଭଣ୍ଡାରା: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଲାଖନୀ ଠାରେ ଦ୍ରୁତ ଗତିରେ ଯାଉଥିବା ଏକ ବାହାନ ୭ ଜଣଙ୍କର ଜୀବନ ନେଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ବାହାନର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଛନ୍ତି।

 

ସମ୍ବନ୍ଧିତ ଖବର