ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ଆଉ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁର ଆସନ ପାଇଁ ମକଲୁ ଏକ୍କା ଓ ଫୁଲବାଣୀ ପାଇଁ ଅଂଗଦ କହଁରଙ୍କ ନାଁ ଘୋଷଣା କରାଯାଇଛି । ଏହି ଦୁଇଟି ସ୍ଥାନରେ ଦଳ  ପ୍ରାର୍ଥୀ ବଦଳାଇଛି ।

ସମ୍ବନ୍ଧିତ ଖବର