ଆଜି ନୂଆଦିଲ୍ଲୀ ଠାରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣ ୪: ୩୦ରେ ବିଜୁ ଜନତା ଦଳର ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପସ୍ଥାପନ କରିବା ନିମନ୍ତେ ଭେଟିବେ।

ବିଜୁ ଜନତା ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏ କଥା ଗଣମାଧ୍ୟମକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର