ନବରଙ୍ଗପୁର: ବଜ୍ରାଘାତରେ ଜଣେ ଚାଷୀ ମୃତ

ନବରଙ୍ଗପୁର: ବଜ୍ରାଘାତରେ ରବିବାର ଅପରାହ୍ନରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳାଗୁମା ଗ୍ରାମର ଚାଷୀ ନରସିଂହ ପୂଜାରୀ(୩୪)ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର