ଆଇଆରସିଟିସି ଟେଣ୍ଡର ଦୁର୍ନୀତି ମାମଲା: ଲାଲୁଙ୍କ ୪୫ କୋଟି ଟଙ୍କାର ଜମି ଜବତ

ପାଟନା: ଆଇଆରସିଟିସି ଟେଣ୍ଡର ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଲ ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ପାଟନାରେ ଥିବା ମୋଟ୍‌ ୪୫ କୋଟି ଟଙ୍କାର ଜମିକୁ ଶୁକ୍ରବାର ଜବତ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଲାଲୁ ଓ ତାଙ୍କ ପରିବାର ନାମରେ ଥିବା ଜମିକୁ ଜବତ କରାଯାଇ ଥିବା ଜଣାପଡ଼ିଛି। ଜବତ ହୋଇଥିବା ଜମିରେ ପୁଅ ତେଜସ୍ୱୀ ଓ ପତ୍ନୀ ରାବଡ଼ି ଦେବୀଙ୍କ ୩ ଏକର ଜମି ସାମିଲ ଅଛି।

ସମ୍ବନ୍ଧିତ ଖବର