ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବିଜେପି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ଓ ଏପ୍ରିଲ୧ ରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ୨୯ରେ ଜୟପୁର ଓ ୧ରେ କଳାହାଣ୍ଡିରେ ଜନସଭା କରିବେ । ଏହା ପୂର୍ବରୁ ଆସନ୍ତା ୨୬ରେ ବିଜେପିର ୬ ଜଣ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବେ । ଏମାନଙ୍କ ମଧ୍ୟରେ ଅଛନ୍ତି ରାଧାମୋହନ ସିଂ, ଶିବରାଜ ସିଂ ଚୌହାନ, ଆପକେ ସିଂ, ସଂଜୟ ପାଶଓ୍ଵାନ, ରାମବିଚାର ନେତମ, ଜୟନ୍ତ ସିହ୍ନା ଏ ସଂପର୍କରେ ବିଜେପି ନେତା ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର