ଗୁରୁଗ୍ରାମରେ ଓଡ଼ିଆ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଉପକଣ୍ଠ ଗୁରୁଗ୍ରାମରେ ଜଣେ ଓଡ଼ିଆ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜାତୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ନାଁରେ ଏହି ଅଭିଯୋଗ ଆସଛି। ଅଭିଯୋଗ କରିଥିବା ଯୁବତୀ ଜଣକ ସାମ୍ବାଦିକଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ଗୁରୁଗ୍ରାମର ଡିଏଲଏଫ-୩ ଥାନାରେ ଏହି ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତ ସାମ୍ବାଦିକ ଗିରଫ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର