ଅନୁସନ୍ଧାନ କରୁଥିବା ବର୍ଗ

Latest

ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ମାରି ଭାଇରାଲ୍‌ ହୋଇଥିବା ଛାତ୍ର ଗିରଫ

ନୂଆଦିଲ୍ଲୀ: ଗୁରୁ ଓ ଶିକ୍ଷ୍ୟର ସଂପର୍କକୁ ଇଶ୍ବରଙ୍କ ଭକ୍ତଙ୍କ ସହ ତୁଳନା କରାଯାଏ। ପୁରାଣା କାଳରେ ଗୁରୁଙ୍କୁ ପୂଜା କରୁଥିବା ବେଳେ ଆଜିକାଲିକା ପିଲା ତାଙ୍କ ଉପରେ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କାଲିଫଣ୍ଣିର୍ଆରେ ଜଣେ ହାଇସ୍କୁଲର ଛାତ୍ର ତାଙ୍କ ମହିଳା ଶ୍ରେଣୀ ଶିକ୍ଷକଙ୍କୁ ଚାପୁଡ଼ା…
ଅଧିକ ଖବର ଦେଖନ୍ତୁ...

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ଅଭିଯୋଗ

କନ୍ଧମାଳ:ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର…
ଅଧିକ ଖବର ଦେଖନ୍ତୁ...

ସୁଧୁରୁନି ଆଦର୍ଶ ପୋଖରୀ, ଭୋଟ ବର୍ଜନ ଚେତବନୀ

ଲହୁଣିପଡ଼ା: ଲହୁଣିପଡ଼ା ବ୍ଲକ୍‌ ଅନ୍ତର୍ଗତ ରଜାମୁଣ୍ଡା ପଞ୍ଚାୟତସ୍ଥ ପତିବନ୍ଧଟି ଆଦର୍ଶ ପୋଖରୀ ମାନ୍ୟତା ପାଇଛି। ମାତ୍ର ପୋଖରୀର ପାହୁଚଘାଟ ଗତ ୭ବର୍ଷ ଧରି ନିର୍ମାଣ ଚାଲିଛି ଯେ ସରୁନାହିଁ। ଯାହା ଫଳରେ ଗାଁ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଆଜିଠାରୁ ନାମାଙ୍କନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନାମାଙ୍କନ ଦାଖଲ ଏପ୍ରିଲ ୨୫ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ଏନେଇ…
ଅଧିକ ଖବର ଦେଖନ୍ତୁ...

ନଗଡ଼ାକୁ ନେଇ ଚଳଚ୍ଚିତ୍ର କରିବେ ଅଭିନେତ୍ରୀ ନୈନା ଦାଶ

କାଳିଆପାଣି : ନଗଡ଼ାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅଭିନେତ୍ରୀ ନୈନା ଦାଶ ତିଓ୍ବାରି। ସେ ପ୍ରଯୋଜକ ଭିଣୋଇ ଡ. ଅଭୟ ପତି, ୨ ଭଉଣୀ ଅସ୍ମିତା ପତି ଓ ଅଂଶୁ ତ୍ରିପାଠୀଙ୍କ ସହ ନଗଡ଼ା ଗସ୍ତରେ ଆସି ଏହାର ସ୍ଥିତି ଓ ଭିତ୍ତିଭୂମି ପରଖିଛନ୍ତି। ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ାର ଘରକୁ ଘର…
ଅଧିକ ଖବର ଦେଖନ୍ତୁ...

ବେଲୁନ୍‌ ନୁହେଁ, ମହାକାଶ କେନ୍ଦ୍ର

ବେଲୁନ୍‌ ପରି ଫୁଲିପାରୁଥିବା ସାମଗ୍ରୀ ବ୍ୟବହାର କରି ମହାକାଶରେ ବସତି ସ୍ଥାପନର ପରିକଳ୍ପନା କରାଯାଉଛି। ଏହାର କାରଣ ହେଲା ସମ୍ପ୍ରସାରଣଯୋଗ୍ୟ ସାମଗ୍ରୀକୁ କୌଣସି ମହାକାଶଯାନ ଭିତରେ ସହଜରେ ରଖାଯାଇପାରିବ ଏବଂ ଚନ୍ଦ୍ରପୃଷ୍ଠ ହେଉ କି ମହାକାଶ, ସହଜ ଓ ସୁବିଧାରେ ତାହାକୁ ବଡ଼ କରି…
ଅଧିକ ଖବର ଦେଖନ୍ତୁ...

ସହରୀ ଭୋଟରଙ୍କୁ ବୁଥ୍‌କୁ ଆଣିବାକୁ ଉଦ୍ୟମ: ‘ଗଣତନ୍ତ୍ର ବ୍ୟବସ୍ଥା ପ୍ରଭାବିତ ହେଉଛି’

ଭୁବନେଶ୍ବର: ଭୁବନେଶ୍ବର ଓଡ଼ିଶାର ରାଜଧାନୀ। ସର୍ବାଧିକ ଶିକ୍ଷିତ ଲୋକ ଏଠାରେ ରହୁଛନ୍ତି। କିନ୍ତୁ ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ମତଦାନ ୫୦% ଛୁଉଁନି। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତାପ୍ରକଟ ହୋଇଛି। ସହରୀ ଭୋଟର୍‌ଙ୍କୁ ସଚେତନ କରିବାକୁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ଦ୍ରୁତତମ କ୍ୟାମେରା: ସେକେଣ୍ଡକୁ ୧୫୬ ଟ୍ରିଲିଅନ୍‌ ଫଟୋ

କାନାଡାର ଆଇଏନ୍‌ଆରଏସ୍‌ ଏନର୍ଜି ମାଟେରିଅକ୍ସ ଟେଲିକମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବର ଦ୍ରୁତତମ କ୍ୟାମେରା ବିକଶିତ କରାଯାଇଛି। ଏହାର ଫଟୋ ଉଠାଇବାର କ୍ଷମତା ହେଉଛି ସେକେଣ୍ଡକୁ ୧୫୬.୩ ଟ୍ରିଲିଅନ୍‌ ଫ୍ରେମ୍‌। ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ରେ ଖଞ୍ଜାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜୟ ଶ୍ରୀରାମ ନାରାରେ କମ୍ପିଲା ସହର: ଆକାଶଛୁଆଁ ଉତ୍ସାହ

ଭୁବ‌ନେଶ୍ବର: ‘ଜୟ ଶ୍ରୀ ରାମ’ ନାମରେ ପ୍ରକମ୍ପିତ ହେଉଥିଲା ପରିବେଶ। ହୋମଯଜ୍ଞ, ଆଳତି, ସଂକୀର୍ତ୍ତନରେ ଚଳଚଞ୍ଚଳ ହୋଇପଡ଼ିଥିଲା ମନ୍ଦିର ପରିସର। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା। ପ୍ରବଳ ଖରା ସତ୍ତ୍ବେ ସହରରେ ଥିବା ରାମମନ୍ଦିରଗୁଡ଼ିକରେ…
ଅଧିକ ଖବର ଦେଖନ୍ତୁ...

ତିନି ମୁଣ୍ଡିଆରେ ପୁଣି ଅଟକିଲା ରୁକୁଣା ରଥ: ରାମ ନବମୀରେ ହେଲାନି ଭେଟ ଆଳତି

ଭୁବନେଶ୍ବର: ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମଚନ୍ଦ୍ର ଏକାମ୍ରବନ ଆସିଥିଲେ। ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ଲିଙ୍ଗରାଜଙ୍କୁ ଆରାଧନା କରିଥିଲେ। ଲିଙ୍ଗରାଜ ରାମଚନ୍ଦ୍ରଙ୍କ ପୂଜାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପ୍ରଦାନ କରିବା ସହ ପ୍ରତିବର୍ଷ…
ଅଧିକ ଖବର ଦେଖନ୍ତୁ...