ଅନୁସନ୍ଧାନ କରୁଥିବା ବର୍ଗ

Latest

ଯାହା ଇଚ୍ଛା ତାହା ପିନ୍ଧ: ‘ହିଜାବ୍‌’ ପ୍ରସଙ୍ଗରେ ସିଦ୍ଦରମୈୟାଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା

ବେଙ୍ଗାଲୁରୁ: ରାଜ୍ୟରେ ‘ହିଜାବ୍‌’ ନିଷେଧାଦେଶ ଉପରେ କୌଣସି ବାଧ୍ୟବାଧ୍ୟକତା ନାହିଁ, ମହିଳାମାନଙ୍କର ଯାହା ଇଚ୍ଛା ହେଉଛି ସେମାନେ ତାହା ପିନ୍ଧନ୍ତୁ ବୋଲି ଶୁକ୍ରବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି। ମହୀଶୂରରେ ଆୟୋଜିତ ଜନସମାବେଶରେ ଉଦ୍‌ବୋଧନ ଦେଇ…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମକୁ ନେଇ ଗୁଳିମାଡ଼ ଘଟଣା: ଝାରସୁଗୁଡ଼ାର ସୁନୀଲ ସ‌ମେତ ୩ ଗିରଫ

ଝାରସୁଗୁଡ଼ା‌: ତ୍ରିକୋଣୀୟ ପ୍ରେମକୁ ନେଇ ଛତିଶଗଡ଼ରେ ଗୁଳିମାଡ଼। ଏହି ଘଟଣାରେ ଆଜି ଛତିଶଗଡ଼ ପୁଲିସ୍‌ ମୁଖ୍ୟ କାର୍ପଟଦାର ତଥା ହତ୍ୟା ପାଇଁ ସୁପାରି ଦେଇଥିବା ଝାରସୁଗୁଡ଼ା ସରବାହାଲର କୋଇଲା ବ୍ୟବସାୟୀ ସୁନୀଲ କେଡ଼ିଆ(୫୦) ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଥିବା ହିନ୍ଦୁ ମନ୍ଦିର ପ୍ରାଚୀରରେ ଖଲିସ୍ତାନୀ-ସପକ୍ଷ ଓ ଭାରତ-ବିରୋଧୀ ସ୍ଲୋଗାନ୍‌

ନେୱାର୍କ: ଖଲିସ୍ତାନୀ-ସମର୍ଥିତ ଓ ଭାରତ-ବିରୋଧୀ ସ୍ଲୋଗାନ୍‌ ଲେଖାଯାଇ ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ନେୱାର୍କ ନଗରୀରେ ଥିବା ଏକ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କରାଯାଇଥିବା କଥା ‘ହିନ୍ଦୁ-ଆମେରିକାନ୍‌ ଫାଉଣ୍ଡେସନ୍‌’ ଅଭିଯୋଗ କରିଛି। ନେୱାର୍କସ୍ଥିତ ‘ସ୍ବାମୀନାରାୟଣ…
ଅଧିକ ଖବର ଦେଖନ୍ତୁ...

ଚାଉଳ ହଡ଼ପ କରିଥିବା ଯୋଗାଣ ସହାୟକଙ୍କୁ ସୁରକ୍ଷା ଦେଉଛି କିଏ?ଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ବଲାଙ୍ଗୀର: ହିତାଧିକାରୀଙ୍କ ଚାଉଳ ହଡ଼ପ୍‌ କରିଥିବା ନେଇ ଲିଖିତ ଅଭିଯୋଗ ଆସୁଛି। ହିତାଧିକାରୀ ପ୍ରମାଣ ସହ ଜଣାଇଛନ୍ତି। ତଥାପି ପ୍ରଶାସନ ନିରବ ରହୁଛି କାହିଁକି ବୋଲି ସଇନ୍ତଳା ବ୍ଲକ୍‌ ଯୁବାମାଲ, ଚାହାରଭଟା, ଠୁରନିକାନୀ, ଚିତାମରା, ବଡ଼ମୁଣ୍ଡା, ଲୁହୁରାପାଲି, ବରାହମାଲବହ ଗ୍ରାମର ବହୁ…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍‌ସ୍‌ରେ ୩୦୩ ଭାରତୀୟ ଥିବା ବିମାନ ଅଟକ: ଏୟାର୍‌ଲାଇନ୍‌ କହିଲା ଆମେ କିଛି ଭୁଲ୍ କରିନାହୁଁ

ପ୍ୟାରିସ୍‌: ‘ମାନବ ଚୋରାଚାଲାଣ’ ସନ୍ଦେହରେ ରୋମାନିଆର ‘ଲେଜେଣ୍ଡ୍‌ ଏୟାର୍‌ଲାଇନ୍‌ସ୍‌’ର ଯେଉଁ ଚାର୍ଟର୍‌ ବିମାନଟିକୁ ଫ୍ରାନ୍‌ସ୍‌ରେ ଅଟକ ରଖାଯାଇଛି ସେ ବିଷୟରେ ଏୟାର୍‌ଲାଇନ୍‌ସ୍‌ ତରଫରୁ ଜଣେ ଓକିଲ କହିଛନ୍ତି ଯେ, ଯାତ୍ରୀ ପରିବହନ କରି ଆମେ କିଛି ଭୁଲ୍‌ କରିନାହୁଁ। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଏକ ସପ୍ତାହରେ ବେଷ୍ଟସେଲର୍‌ ମାନ୍ୟତା

ପୂର୍ବତନ ଅଭିନେତ୍ରୀ ତଥା ସ୍ବନାମଧନ୍ୟ ଲେଖିକା ଟ୍ବିଙ୍କଲ ଖନ୍ନାଙ୍କ ନୂଆ ପୁସ୍ତକ ‘ୱେଲ୍‌କମ୍ ଟୁ ପାରାଡାଇଜ୍’ ୨୦୨୩ର ସବୁଠାରୁ ଅଧିକ ବିକ୍ରି ହୋଇଥିବା କାଳ୍ପନିକ ସାହିତ୍ୟ ପୁସ୍ତକର ମାନ୍ୟତା ପାଇଛି। ଭାରତର ପୁସ୍ତକ ବିକ୍ରି ଉପରେ ନଜର ରଖୁଥିବା ଦୁଇ ପ୍ରମୁଖ ସଂସ୍ଥା ‘ନିଲସନ୍‌…
ଅଧିକ ଖବର ଦେଖନ୍ତୁ...

ନାଟକ ‘ଓଡ଼ିଆ ଦାସ’ର ପରଦା ନଇଁଲା: ‘ଓଡ଼ିଆ ଭାଷାର ମୃତ୍ୟୁ ଅସମ୍ଭବ’

ଭୁବନେଶ୍ବର: ‘‘ଆମେ ବାପା, ଜେଜେଙ୍କ ଅର୍ଜିତ ସମ୍ପତିର ଯତ୍ନ ଜୀବନଠାରୁ ଅଧିକ ନେଉ। କାରଣ ଏସବୁ ଦାମିକା। ଆଉ ଓଡ଼ିଆ? ଓଡ଼ିଆ ଭାଷା? ଏସବୁ କ’ଣ ଦାମିକା ନୁହେଁ? କେତେ ଭାଷା ସଂଗ୍ରାମୀ ଅସୀମ ତ୍ୟାଗକରି ପରପିଢ଼ି ପାଇଁ ସାଇତି ରଖିଥିଲେ ଓଡ଼ିଆ ଭାଷା। ହେଲେ ଆମେ କଲେ କ’ଣ? ଓଡ଼ିଆ ଭାଷାକୁ ଭୁଲି ଯାଇ…
ଅଧିକ ଖବର ଦେଖନ୍ତୁ...

ଆଜି ଜାତୀୟ କୃଷକ ଦିବସ : ପ୍ରଖ୍ୟାତ କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମଦିନ

ଆଜି ଜାତୀୟ କୃଷକ ଦିବସ। କୃଷକ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଖ୍ୟାତ କୃଷକ ନେତା ତଥା ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କର ଅବଦାନକୁ ମନେ ପକାଇବା ଲାଗି ଏହି ଦିବସର ପରିକଳ୍ପନା କରାଯାଇଛି। ସେହିପରି ଭାରତୀୟ କୃଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଏହା ଏକ ବିଶେଷ…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିରେ ରାଜ୍ୟସ୍ତରୀୟ କୃଷି-ଶିକ୍ଷା ମେଳା ଉଦ୍‌ଯାପିତ: ଛାତ୍ର, କୃଷକ ଓ ଗବେଷକଙ୍କ ମିଳନ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ପରିସରରେ ତିନି ଦିନବ୍ୟାପୀ ଚାଲିଥିବା ‘ରାଜ୍ୟସ୍ତରୀୟ କୃଷି-ଶିକ୍ଷା ମେଳା-୨୦୨୩’ ଉଦ୍‌ଯାପିତ ହୋଇଯାଇଛି। କୃଷି ଓ ଆନୁସଙ୍ଗିକ ବିଷୟକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିବା ତଥା ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ଏହି…
ଅଧିକ ଖବର ଦେଖନ୍ତୁ...

‘ବନ୍ଦେ ଭାରତ’ ଥିମ୍‌ରେ ରେସ୍ତୋରାଁ, ସାଧାରଣ ମୂଲ୍ୟରେ ସ୍ବାଦିଷ୍ଟ ଖାଦ୍ୟ

ଚାରି ବର୍ଷ ତଳେ ଭାରତରେ ଉନ୍ମୋଚିତ ହୋଇଥିବା ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ର ଆକର୍ଷଣକୁ କେନ୍ଦ୍ରରେ ରଖି ଗୁଜରାଟର ଜଣେ ବ୍ୟବସାୟୀ ସୁରଟରେ ଏକ ରେସ୍ତୋରାଁ ଖୋଲିଛନ୍ତି। ଉକ୍ତ ରେସ୍ତୋରାଁରେ ବନ୍ଦେ ଭାରତ ଟ୍ରେନ୍‌ର ଏକ ପ୍ରତିକୃତି ପ୍ରସ୍ତୁତ କରାଯାଇଛି ଯାହା ଭିତରେ ବସି ଗ୍ରାହକମାନେ…
ଅଧିକ ଖବର ଦେଖନ୍ତୁ...