ଅନୁସନ୍ଧାନ କରୁଥିବା ବର୍ଗ

Latest

ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଷ୍ଟେସନ ନିକଟରେ ଆଜି ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏକ ବଗିରେ ନିଆଁ ଲାଗିଯିବାରୁ ଯାତ୍ରୀ ମହଲରେ ଆତଙ୍କ ଖେଳିଯାଇଥିଲା। ତେବେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଫଳ ହୋଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ରେ ଛୋଟ ଦଳଙ୍କ ବଡ଼ ଶିକାର : ‘ଇଲୋ ରେଟିଂ’ରେ ସ୍ଥିର ହେଉଛି ବିପର୍ଯ୍ୟୟ ମାନ୍ୟତା

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ରେ ସବୁବେଳେ ବଡ଼ ଦଳଗୁଡ଼ିକୁ ଟ୍ରଫି ଜିତିବାର ଦାବିଦାର ଧରାଯାଏ। କିନ୍ତୁ ଲିଗ୍‌ ପର୍ଯ୍ୟାୟରେ ଦର୍ଶକଙ୍କ ସେହି ଆକଳନକୁ କେତେକ କମ୍‌ ମାନ୍ୟତାପ୍ରାପ୍ତ ଦଳ ଭୁଲ୍‌ ପ୍ରମାଣିତ କରିଥାନ୍ତି। ୧୯୮୩ ବିଶ୍ବକପ୍‌ରେ ଯେପରି ୱେଷ୍ଟଇଣ୍ଡିଜ୍‌କୁ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା: ବିଧାୟକଙ୍କ ଅନୁରୋଧକୁ ମଧ୍ୟ ଶୁଣୁନି ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଉପଖଣ୍ଡରେ ଅଳ୍ପ କେତେକ ପଞ୍ଚାୟତକୁ ଛାଡ଼ି ଦେଲେ ଅଧିକାଂଶ ପଞ୍ଚାୟତରେ ପାନୀୟ ଜଳର ସମସ୍ୟା ରହିଛି। ଗୋଟିଏ ପଟେ ଜିଲ୍ଲାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତିନି ତିନିଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେବାର ନାମ ନେଉନଥିବା ବେଳେ ଆରପଟେ…
ଅଧିକ ଖବର ଦେଖନ୍ତୁ...

ହିମାଚଳରେ ଛୁଟି ବିତାଇଲେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକ

ଧର୍ମଶାଳା: ଲଗାତାର ୫ ମ୍ୟାଚ୍‌ ଜିତିବା ପରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଶିକ୍ଷକମାନେ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ଛୁଟି କଟାଇଛନ୍ତି। ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ହାତରେ ସପ୍ତାହେ ସମୟ ରହିଛି। ତେଣୁ ଏହି ସମୟରେ ଚାପ ମୁକ୍ତ ରହିବା…
ଅଧିକ ଖବର ଦେଖନ୍ତୁ...

ସ୍ପିନ୍ ସର୍ଦାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ସ୍ପିନ୍ କିଂବଦନ୍ତି ବିଶନ ସିଂହ ବେଦୀଙ୍କର ସୋମବାର ୭୭ ବର୍ଷ ବୟସରେ ଦେହାନ୍ତ ଘଟିଛି। ବିଗତ ଦୁଇ ବର୍ଷ ଧରି ଅସୁସ୍ଥ ଥିବା ବିଶନ ଏକାଧିକ ଅସ୍ତ୍ରୋପଚାର କରାଇଥିଲେ। ଗତ ମାସରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

‌ମ୍ୟାକ୍ସୱେଲ୍‌ଙ୍କ ୪୦ ବଲ୍‌ ଶତକ: ଅଷ୍ଟ୍ରେଲିଆର ବିଶ୍ବକପ୍‌ ରେକର୍ଡ ବିଜୟ, ନେଦରଲାଣ୍ଡ୍‌ସ ୩୦୯ ରନ୍‌ରେ ପରାସ୍ତ

ନୂଆଦିଲ୍ଲୀ: ଡେଭିଡ୍‌ ୱାର୍ଣ୍ଣରଙ୍କ କ୍ରମାଗତ ଶତକ ସହ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ଦ୍ରୁତତମ ବିଶ୍ବକପ୍‌ ଶତକ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ନେଦରଲାଣ୍ଡ୍‌ସକୁ ୩୦୯ ରନ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ଝିଲ୍ଲୀ ଓ ସ୍ନେହାଙ୍କୁ ଭାରୋତ୍ତୋଳନରେ କାଂସ୍ୟ

ବ୍ରହ୍ମପୁର: ଗୋଆରେ ଅନୁଷ୍ଠିତ ହେଉଥିବା ୩୭ତମ ଜାତୀୟ କ୍ରୀଡ଼ାର ଭାରୋତ୍ତାଳନ (ବରିଷ୍ଠ)ରେ ବୁଧବାର ଦୁଇ ଓଡ଼ିଆ ଝିଅ ପଦକ ହାସଲ କରିଛନ୍ତି। ୪୯ କେଜି ବର୍ଗରେ ଝିଲ୍ଲୀ ଦଳବେହେରା କାଂସ୍ୟ ପଦକ ଲାଭ କରିଛନ୍ତି। ସେ ୭୩ କେଜି ସ୍ନାଚ୍‌ ଏବଂ ୯୪ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୬୭ କେଜି…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ ବିଜୟରେ ଜାଡ଼େଜା, ମେୱାଡ଼ାଙ୍କ ହାତ

ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍‌ରେ ଦୁଇ ଦୁଇଟି ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ। ନୂଆଦିଲ୍ଲୀରେ ବିଜେତା ଇଂଲଣ୍ଡକୁ ହରାଇଥିବା ଏହି ଦଳ ସୋମବାର ଚେନ୍ନାଇରେ ୧୯୯୨ ବିଜେତା ପାକିସ୍ତାନକୁ ମାତ୍‌ ଦେଇଥିଲା। ପୂର୍ବରୁ ୨୦୧୫ ଓ ୨୦୧୯ରେ ୧୫ ବିଶ୍ବକପ୍‌ ମ୍ୟାଚ୍‌ ଖେଳି କେବଳ ଗୋଟିଏ ବିଜୟ…
ଅଧିକ ଖବର ଦେଖନ୍ତୁ...

ସାର ଦାମ୍ ବଢ଼ିବନି: ୨୨,୩୦୩ କୋଟିର ସବ୍‌ସିଡି ମଞ୍ଜୁର

ନୂଆଦିଲ୍ଲୀ: ଚାଷୀମାନଙ୍କ ଲାଗି ବଡ଼ ଖୁସି ଖବର। ରବି ଋତୁରେ ସାର ଦାମ୍ ବଢ଼ିବନି। ଚାଷୀମାନଙ୍କୁ ସୁଲଭ ଓ ଉଚିତ ମୂଲ୍ୟରେ ସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୨୨,୩୦୩ କୋଟି ଟଙ୍କାର ସବ୍‌ସିଡି ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ପ୍ରଥମ ପଦକ ଦେଲେ ପ୍ରମୋଦ: ବିଶ୍ବ କୀର୍ତ୍ତିମାନ ସହ ସୁମିତ, ସୁନ୍ଦରଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଚଳିତ ହାଂଝୌ ଏସୀୟ ପାରା କ୍ରୀଡ଼ାରୁ ଓଡ଼ିଶାକୁ ବୁଧବାର ପ୍ରଥମ ପଦକ ଆସିଛି। ରାଜ୍ୟର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମିଶ୍ରିତ ଯୁଗଳରେ କାଂସ୍ୟ ଜିତି ଏହି ଭେଟି ଦେଇଛନ୍ତି। ସେମିଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ‌୧୯-୨୧, ୧୪-୨୧ରେ…
ଅଧିକ ଖବର ଦେଖନ୍ତୁ...