ଅନୁସନ୍ଧାନ କରୁଥିବା ବର୍ଗ

Latest

ପଞ୍ଜାବୀ ସିନେମାରୁ ଓଲିଉଡ୍‌ ନାୟିକା

ପ୍ରଥମେ ପଞ୍ଜାବୀ ମ୍ୟୁଜିକ୍ ଆଲବମ୍ ଓ ପରେ ସିନେମାରେ ଲିଡ୍ ରୋଲ୍। ଏବେ ସେ ଓଲିଉଡ୍‌ ନାୟିକା। ପଞ୍ଜାବୀ ସିନେମାରେ ନାୟିକା ହେବାରେ ସେ ପ୍ରଥମ ଓଡ଼ିଆ। ରିଲିଜ୍ ଅପେକ୍ଷାରେ ରହିଛି ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ମୁଁ ତୁମକୁ ଭଲ ପାଏ’। ବେ ମୁକ୍ତି ପ୍ରତୀକ୍ଷାରେ ରହିଛି ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ବିଭାଗରେ ଆଧିପତ୍ୟ ପାଇଁ ଦୁଇ ଅଧ୍ୟାପକଙ୍କ ଲଢ଼େଇ: କଲେଜ ଭିତରେ ମାରପିଟ

ଜଟଣୀ: ଜଟଣୀ ମହାବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗରେ ନିଜର ଆଧିପତ୍ୟ ଜାହିର କରିବାକୁ ନେଇ ଦୁଇଜଣ ଅଧ୍ୟାପକଙ୍କ ଭିତରେ ପ୍ରଥମେ ବଚସା ହୋଇଥିଲା। ତା’ପରେ ଦୁହେଁ ଧସ୍ତାଧସ୍ତି ହୋଇଥିଲେ। ଏପରିକି ପରସ୍ପରଙ୍କୁ ବାଡ଼େଇ ଉଭୟ…
ଅଧିକ ଖବର ଦେଖନ୍ତୁ...

ସେଲିବ୍ରିଟିଙ୍କ ରୋଷେଇଶାଳା: ଅନୁଙ୍କ ଚଣା କଟ୍‌ଲେଟ୍‌ ଓ ବନ୍ଧାକୋବି ଚଟଣୀ

ଦିନେ ଛାଡ଼ି ହୋଲି। ଏହି ପର୍ବ ପାଇଁ ଘରେ ଘରେ ଖ‌ାଦ୍ୟପେୟ ସହ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲୁଣି, ମିଠା ଓ ସରବତ୍‌ର ମଜା ହୋଲି ଖେଳକୁ ଦୁଇଗୁଣିତ କରିଦେଇଥାଏ। ଯିଏ ଯେଉଁଠି ଥାଉ ନା କାହିଁକି ମା’ ହାତରନ୍ଧା ଖାଦ୍ୟ ଖାଇବା ପାଇଁ ଘରକୁ ଲେଉଟିଥାଏ। ଏଥିରୁ ମଧ୍ୟ ବାଦ୍‌…
ଅଧିକ ଖବର ଦେଖନ୍ତୁ...

ମାରୁତି ଇଷ୍ଟେଟ୍‌ ବିଲ୍‌ଡିଂ ଅଗ୍ନିକାଣ୍ଡ ମାମଲା: ବିଲ୍‌ଡିଂର ନାହିଁ ଫାୟାର୍‌ ଏନ୍‌ଓସି

ଭୁବନେଶ୍ବର: ମାରୁତି ଇଷ୍ଟେଟ୍‌ ବିଲ୍‌ଡିଂରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ସାଂଘାତିକ ସତ ପଦାକୁ ଆସିଛି। ଅଗ୍ନିକାଣ୍ଡର ପୋଷ୍ଟ୍‌ମର୍ଟମ ପରେ ଏହି କୋଠାରେ ଅଗ୍ନିସୁରକ୍ଷା ନିୟମକୁ ଅଣଦେଖା କରାଯାଇଥିବା ସ୍ପଷ୍ଟ ହେବାସହିତ ଏହି ବାବଦରେ ସାରା ସହରରେ ଅଗ୍ନିଶମ ବିଭାଗର ଉଦାସୀନତା ସାମ୍‌ନାକୁ…
ଅଧିକ ଖବର ଦେଖନ୍ତୁ...

ପାଠମନସ୍କ ସନ୍‌ମୀରା

ବର୍ତ୍ତମାନର ପ୍ରତିଶ୍ରୁତିସଂପନ୍ନ ନାୟିକାଙ୍କ ଭିତରୁ ସନ୍‌ମୀରା ଅନ୍ୟତମ। ‘ସପନର ପଥେ ପଥେ’ ଚଳଚ୍ଚିତ୍ରରେ ସେ ନାୟିକା ଭାବେ ପ୍ରଥମେ ଓଡ଼ିଆ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଥିଲେ ସନ୍‌ମୀରା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଏହା ଭିତରେ…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ା ସଂସାର: ଆଇପିଏଲ୍‌ କ୍ୟାପ୍‌ଟେନ୍‌ କାହାଣୀ

ଭାରତୀୟ କ୍ରିକେଟ୍‌ର ଅସଲ ମଞ୍ଚ, ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ, ଖେଳାଳିଙ୍କ ଲୋଭନୀୟ ପ୍ରତିଯୋଗିତା ପାଲଟିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଯାଇଛି। ଦେଢ଼ଦଶନ୍ଧିର ଏହ‌ି କ୍ରିକେଟ୍ ପ୍ରତିଯୋଗିତା ବିସିସିଆଇର ଅନ୍ୟତମ…
ଅଧିକ ଖବର ଦେଖନ୍ତୁ...

ଆଶଙ୍କା ବଢ଼ାଉଛି ପୂର୍ବ ନିର୍ବାଚନୀ ହିଂସା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ପ୍ରତି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରାଇବା ଲାଗି ପୁଲିସ ପାରମ୍ପରିକ ପଦକ୍ଷେପ ସବୁ ନେଉଛି। ଘନଘନ ବୈଠକ କରାଯାଉଛି। ଫ୍ଲାଗ୍‌ମାର୍ଚ୍ଚ ବି ଚାଲିଛି। କିନ୍ତୁ କମିସନରେଟ୍‌ ପୁଲିସର ଚିନ୍ତା…
ଅଧିକ ଖବର ଦେଖନ୍ତୁ...

ସାତ୍ ସୱାଲ୍

ରିଆଲିଟି ସୋ’ ‘ମିଠା ମିଠା ଯୋଡ଼ି’ରୁ ଆସି ଓଡ଼ିଆ ଛବି ‘ମିଠା ମିଠା’ ଜରିଆରେ ଚଳଚ୍ଚିତ୍ର ଦୁନିଆକୁ ପ୍ରବେଶ କରିଥି‌ଲେ ରାଜ୍‌ ରାଜେଶ। ପରେ ‘ତୋ ଆଗଣାର ତୁଳସୀ ମୁଁ’, ‘ସାବିତ୍ରୀ’, ‘ଅପରାଜିତା’ ଆଦି ଧାରାବାହିକରେ ନଜରକୁ ଆସି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି। ୨୦୨୧ରେ ମୁକ୍ତିଲାଭ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ଯକ୍ଷ୍ମା ଦିବସ: ‘ମୁଁ ଯାହା ଭୋଗିଛି ଆଉ କେହି ନଭୋଗନ୍ତୁ’

ଭୁବନେଶ୍ୱର: ସାଧାରଣତଃ ବସ୍ତିଗୁଡ଼ିକରେ ଅଧିକାଂଶ ଲୋକ ଦିନମଜୁରି କରି ପେଟ ପୋଷନ୍ତି। ବସ୍ତି ପରିବେଶ ତ ସ୍ବାସ୍ଥ୍ୟକର ନଥାଏ, ଉପରକୁ ସ୍ବାସ୍ଥ୍ୟ ପ୍ରତି ଅଧିକାଂଶ ବସ୍ତି ବାସିନ୍ଦାଙ୍କର ବିଶେଷ ଧ୍ୟାନ ନଥାଏ। ‌ରୋଗକୁ ଅଣଦେଖା କରିବାରେ ସେମାନେ ଅଭ୍ୟସ୍ତ! ହେଲେ କେତେବେଳେ ସାମାନ୍ୟ କାଶଟିଏ…
ଅଧିକ ଖବର ଦେଖନ୍ତୁ...

କିଏ ଖାଇଲା ୧୦ ହଜାର ବାଉଁଶ ଚାରା?

ବରଗଡ଼: ବନ ବିଭାଗରେ ବଡ଼ ଦୁର୍ନୀତି। ବଡ଼ ବଡ଼ ବାବୁ କରୁଛନ୍ତି କଳା କାରନାମା। ‘ସମ୍ବାଦ’ ଷ୍ଟିଂ ଅପରେସନରେ ଧରାପଡ଼ିଛି ବରଗଡ଼ ବନ ବିଭାଗର କାରସାଦି। ୧୦ ହଜାର ବାଉଁଶ ଗଛ ବାବୁ ଗିଳିଯାଇଛନ୍ତି। ଏବେ ବିଭାଗୀୟ ଭିଜିଲାନ୍ସ ଟିମ୍‌ରେ ଅଭିଯୋଗ ଦାଖଲ ପରେ ବାବୁ ରଫାଦଫା କରୁ କରୁ ଧରାପଡ଼ିଛନ୍ତି।…
ଅଧିକ ଖବର ଦେଖନ୍ତୁ...