ଅନୁସନ୍ଧାନ କରୁଥିବା ବର୍ଗ

Latest

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାଜସଜା ବେପାରୀଙ୍କୁ ଭଲ ଲାଭ ହେବ। ପାରିବାରିକ ଜୀବନରେ ଖୁସି ବଢ଼ିବ। ଶିକ୍ଷକ କୌଣସି ଜରୁରୀ ବୈଠକରେ ସାମିଲ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆପଣଙ୍କ ଉତ୍ତମ…
ଅଧିକ ଖବର ଦେଖନ୍ତୁ...

ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ଯାଦବଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି

ନୂଆଦିଲ୍ଲୀ: ବଢ଼ିଲା ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ଅଡୁଆ। ଭୋଜପୁରୀ ଅଭିନେତା ଖେସାରୀ ଲାଲ୍ ଯାଦବଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ପରୱାନା। ୨୦୧୯ରେ ହୋଇଥିବା ଜମି ବିବାଦ ଏବଂ ଚେକ୍ ବାଉନ୍ସ ମାମଲାରେ ଛପରା କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଖରାପ ରାସ୍ତା ଯୋଗୁଁ ଜୀବନ ଗଲା! ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା

ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁକୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରାବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯାହାଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ…
ଅଧିକ ଖବର ଦେଖନ୍ତୁ...

‘ରାପିଡୋ ଚାଳକ ଗୋଟିଏ ହାତରେ ବାଇକ ଚଲାଉଥିବା ବେଳେ ଅନ୍ୟ ହାତରେ ଅଶାଳୀନ କାମ କରୁଥିଲେ’: ମହିଳା ଯାତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା କର୍ମକର୍ତ୍ତା ରାପିଡୋ ବାଇକ୍ ଟ୍ୟାକ୍ସି ଡ୍ରାଇଭର ଯାତ୍ରା ସମୟରେ ରାସ୍ତାରେ ଅଶାଳୀନ କାମ କରୁଥିବାର ଅଭିଯୋଗ କରିଛନ୍ତି। ମହିଳା ଟ୍ୱିଟରରେ ପୁରା ଘଟଣା ବିଷୟରେ ଲେଖିଛନ୍ତି। ମହିଳା ଟୁଇଟରରେ ଲେଖିଛନ୍ତ କି, ଟାଉନ ହଲରେ ମଣିପୁର ହିଂସାକୁ ବିରୋଧ…
ଅଧିକ ଖବର ଦେଖନ୍ତୁ...

୭ ଦିନର ମହଲତ ପରେ ଜବରଦଖଲ ଉଛେଦ କଲା ପୌର ପ୍ରଶାସନ

ରାୟଗଡା: ସରକାରୀ ଜମିରୁ ଜବର ଦଖଲ ଉଛେଦ କଲା ପୌର ପ୍ରଶାସନ। ରାୟଗଡା ପୌରାଂଚଳର ୧୫ ନମ୍ବର ୱାର୍ଡର ଅଶୋକ ସିନେମା ହଲ ନିକଟରେ ଥିବା ସରକାରୀ ଜମିରୁ ଜବର ଦଖଲ ଉଛେଦ କରାଯାଇଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ୪୫ ଡିସିମିଲି ସରକାରୀ ଜମିରେ ବେଆଇନ୍ ଭାବେ ଗଢି ଉଠିଥିବା ଉଠା…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଧିନରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀମାନ‌େ ଫେରାର ହୋଇଯାଇଥିବା ବେଳେ ସେଠାରୁ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଜଙ୍ଗଲା ଥାନା…
ଅଧିକ ଖବର ଦେଖନ୍ତୁ...

ଗାଳି କରୁଥିବାରୁ ନିଶାଗ୍ରସ୍ତ ‌ଥିବା ଯୁବକଙ୍କୁ ଜୋତାରେ ପିଟିଲେ କନଷ୍ଟେବଳ, ହେଲେ ନିଲମ୍ବିତ

ଲକ୍ଷ୍ନୌ: ଗାଳି କରୁଥିବାରୁ ନିଶାଗ୍ରସ୍ତ ‌ଥିବା ଯୁବକଙ୍କୁ ଜୋତାରେ ପିଟିଲେ କନଷ୍ଟେବଳ। ଭିଡିଓ ଭାଇରାଲ ପରେ ହେଲେ ନିଲମ୍ବିତ। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଶାଗ୍ରସ୍ତ ହେବା ପରେ ଜଣେ ଯୁବକ ଲୋକଙ୍କୁ ଗାଳି କରୁଥିଲା। ଏହା ଦେଖି କନଷ୍ଟେବଳ ଦୀ‌ନେଶ ୪ମିନିଟରେ…
ଅଧିକ ଖବର ଦେଖନ୍ତୁ...

ହ୍ବାଟ୍‌ସଆପ୍‌ରେ ଆସିଲା ମେସେଜ୍‌, ୟୁଟ୍ୟୁବ୍‌ରେ ମିଳିଲା ଚାକିରି; ଟଙ୍କା ଲୁଟିନେଲା ନକଲି ୱେବ୍‌ସାଇଟ୍‌

ଗ୍ରେଟର୍‌ ନୋଇଡ଼ା: ଅନ୍‌ଲାଇନ୍‌ ଜରିଆରେ ଠକେଇ ଆଜିକାଲି ବଢ଼ି ବଢ଼ି ଚାଲିଛି। ଲୋଭନୀୟ ମେସେଜ୍‌ ପଠାଇ ଟଙ୍କା ହଡ଼ପ କରିବା ଆଜିକାଲି ଠକଙ୍କର ମୁଖ୍ୟ କାଇଦା। ଦିଲ୍ଲୀ ଏନ୍‌ସିଆର୍‌ର ଗ୍ରେଟର୍‌ ନୋଇଡ଼ାରେ ନିକଟରେ ଏପରି ଏକ ଠକାମୀ ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଏଠାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଅନ୍ତଃରାଜ୍ୟ ନିଯୁକ୍ତି ଠକେଇ ରାକେଟ୍‌ର ୯ ଦଲାଲ୍‌ ଗିରଫ; ୧୬ ଲକ୍ଷରେ ବିକୁଥିଲେ ସରକାରୀ ଚାକିରି

ବାଲେଶ୍ବର: ନିଯୁକ୍ତି ଆଶାୟୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ୍‌ର ୯ ଜଣ ଦଲାଲଙ୍କୁ ରବିବାର ବାଲେଶ୍ବର ଜିଲ୍ଲା ପୁଲିସ ଗିରଫ କରିଛି। ଆଜି ସିଜିଏଲ୍‌ (କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌) ପରୀକ୍ଷା ଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

‘୨୦୨୧ରେ ମୁଁ ମରି ଯାଇଥାଆନ୍ତି, କିନ୍ତୁ ଧୈର୍ଯ୍ୟ ଧରିବାରୁ ବଞ୍ଚିଗଲି’: ସର୍ଲିନ ଚୋପ୍ରା

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ମଡେଲ୍ ସର୍ଲିନ ଚୋପ୍ରା ବ୍ରେକ ପରେ ଏବେ ‘ପୌରଷପୁର ୨’ ଜରିଆରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ସର୍ଲିନଙ୍କୁ ଏଥିରେ ମହାରାଣୀ ସ୍ନେହଲତା ଭୂମିକାରେ ଦେଖିବାକୁ ମିଳିବ। ସିରିଜ୍ ଜୁଲାଇ ୨୮ରେ ଓଟିଟି ପ୍ଲାଟଫର୍ମ ଆଲ୍ଟରେ ଷ୍ଟ୍ରିମ୍ ହେବ । ନିକଟରେ…
ଅଧିକ ଖବର ଦେଖନ୍ତୁ...