ଅନୁସନ୍ଧାନ କରୁଥିବା ବର୍ଗ

Latest

ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି । ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି। ଆଗାମୀ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ରାସ୍ତାରୁ ହଟିଯିବ ଟୋଲ ପ୍ଲାଜା, ଏହି ବ୍ୟବସ୍ଥାରେ ଆଦାୟ ହେବ ଟୋଲ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଖୁବ ଶୀଘ୍ର ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଉପଗ୍ରହ(ସାଟେଲାଇଟ) ଆଧାରିତ ବ୍ୟବସ୍ଥା ଆରମ୍ଭ ହେବ। ବର୍ତ୍ତମାନ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଉଠାଇ ଦିଆଯିବ । ଗତ ବର୍ଷ ଡିସେମ୍ବର ମାସରେ ନିଜେ ସଡ଼କ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଅଭାବ ହେତୁ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିବା ସୀତାରମଣଙ୍କ କେତେ ସମ୍ପତ୍ତି ଅଛି ଜାଣନ୍ତୁ  

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪କୁ ନେଇ ଦେଶ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି କ୍ରମରେ ବିଜେପି (ଭାରତୀୟ ଜନତା ପାର୍ଟି) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବାଚନ ଲଢ଼ିବ‌ା ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ରହିବ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜର୍

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର କ୍ରେତାଙ୍କ ପାଇଁ ଖୁସି ଖବର । ଆଗାମୀ ଦିନରେ ସେମାନଙ୍କୁ କାର୍ ଚାର୍ଜ କରିବାର ଟେନସନ୍ ନେବାକୁ ପଡ଼ିବ ନାହିଁ। ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦେଶର ୧୪୦୦ ପେଟ୍ରୋଲ ପମ୍ପରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବ। ଆଇଓସି ଏହି…
ଅଧିକ ଖବର ଦେଖନ୍ତୁ...

ବିଜେଡି ଦୟାରୁ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ସାଂସଦ ହୋଇଥିଲେ: ମୁନ୍ନା ଖାନ୍

ଭୁବନେଶ୍ବର: ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ମିଶିବା ପରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୧ଯାଏ ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଏପ୍ରିଲ ୧ଯାଏ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜ କରିଥିଲା। ସେଠାରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ମାୟାବତୀଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ଚିନ୍ତାରେ ସପା ଓ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶ ଦେଶର ଦିଗ ନିର୍ଣ୍ଣୟ କରେ, କାରଣ ଦିଲ୍ଲୀରେ ଶାସନକୁ ଯାଉଥିବା ରାଜପଥ ଉତ୍ତରପ୍ରଦେଶ ଦେଇ ଯାଇଥାଏ। ଏଥର ବିଜେପି ଉତ୍ତରପ୍ରଦେଶର ୮୦ଟି ସିଟ୍ ଜିତିବାକୁ ଦାବି କରୁଛି। ଦଳ ୬୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସମାଜବାଦୀ ପାର୍ଟି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସିନେମା ଅସଫଳ ହେବାରୁ ରାଜନୀତିରେ ଯୋଗ ଦେଲେ କି? ପ୍ରଶ୍ନର ଉତ୍ତର ଦେଲେ କଙ୍ଗନା

ନୂଆଦିଲ୍ଲୀ: ମଡେଲିିଂ ଓ ଅଭିନୟ ଦୁନିଆ ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜୀନୀତିରେ ପ୍ର‌ବେଶ କରିଛନ୍ତି। ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ କରାଯାଇଛି। କଙ୍ଗନା ଟିକେଟ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଆଧୁନିକ ଲଢୁଆ ବିମାନ ତେଜସ୍ ମାକ୍-୧ଏର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାକ୍-୧ଏ ଗୁରୁବାର ବେଙ୍ଗାଲୁରୁରେ ଏହାର ପ୍ରଥମ ଉଡ଼ାଣ ସଫଳତାର ଶେଷ କରିଛି। ବେଙ୍ଗାଲୁରୁସ୍ଥିତ ଡିଆରଡିଓ ଲ୍ୟାବରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହାକୁ ବିକଶିତ କରିଛି। ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନୋଟିକ୍ସ…
ଅଧିକ ଖବର ଦେଖନ୍ତୁ...

ଦିନେ ସ୍ବାମୀଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଥିଲେ, ଏବେ ସାଥିରେ ରହିବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ନିଜ ପିଲାମାନଙ୍କ ପାଇଁ ପୁଣି ଥରେ ଏକାଠି ହୋଇଛନ୍ତି। ଗତ କିଛି ମାସ ହେବ ନୱାଜ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା। ଆଲିଆ, ନୱାଜଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ। ଟଙ୍କା ଠକି ନେଇଥିବା ସହ…
ଅଧିକ ଖବର ଦେଖନ୍ତୁ...