ଅନୁସନ୍ଧାନ କରୁଥିବା ବର୍ଗ

Latest

ପରିତ୍ୟକ୍ତ କୂଅରେ ଖସିପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ହିନ୍ଦୋଳ: ଦାନ୍ତକାଠି ଭାଙ୍ଗିବାକୁ ଯିବା ସମୟରେ ଅସାବଧାନତାବଶତଃ ଅଭିନ୍ନ ମୁଦୁଲି (୪୨) ନାମକ ଜଣେ ଯୁବକ ତାଙ୍କ ପଡ଼ୋଶୀ ଜଳନ୍ଧର ସାହୁଙ୍କ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ। ଖବର ପାଇ ତାଙ୍କ ମାମୁ ପୁଅ ହଟିଆ ମୁଦୁଲି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ କୂଅ ଭିତରେ ଫସିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଆଗରୁ କାର୍‌ରେ ‘ଏନ୍‌ମୋଦୀ’ ନମ୍ବର୍‌ ପ୍ଲେଟ୍‌ ଲଗାଇଲେ ଭାରତୀୟ ବଂଶୋଦ୍ଭବ

ମେରିଲାଣ୍ଡ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଆମେରିକା ଗସ୍ତ ଆଗରୁ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଶଂସକ ନିଜ କାର୍‌ରେ ‘ଏନ୍‌ମୋଦୀ’ ଲେଖାଥିବା ନମ୍ବର ପ୍ଲେଟ୍‌ ଲଗାଇଛନ୍ତି। ଆମେରିକାର ମେରିଲାଣ୍ଡ୍‌ରେ ବାସ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଘବେନ୍ଦ୍ର ନାମକ ଏହି ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚଙ୍କ ଟ୍ରାକ୍ଟର ଚଳାଉଥିଲେ ନାବାଳକ: ଚାଲିଗଲା ଜୀବନ, ମାମଲାର ରଫାଦଫା ଉଦ୍ୟମ

ବଲାଙ୍ଗୀର: ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭର ମୃତ। ମାମଲାକୁ ଚପାଇ ଦେବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ଗାଁରେ ବସୁଧା ଯୋଜନାରେ ସରକାରୀ କାମ ଚାଲିଛି। ସରକାରୀ କାମରେ ଲାଗିଥିଲା ବାଦୀବାହାଲ ପଞ୍ଚାୟତ ସରପଞ୍ଚ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟ୍‌ ପାଇଁ ତାମିଲନାଡୁ ‘ବିଜେପି’ ରାଜ୍ୟ ସମ୍ପାଦକ ଗିରଫ

ମଦୁରାଇ: ପରିମଳ ଘଟଣାରେ ଜଣେ ‘ଡିଏମ୍‌କେ’ ନେତାଙ୍କୁ ‘ଟୁଇଟର୍‌’ରେ ସମାଲୋଚନା କରିଥିବା ତାମିଲନାଡୁ ରାଜ୍ୟ ‘ବିଜେପି’ ସମ୍ପାଦକ ଏସ୍‌. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ରାତିରେ ମଦୁରାଇ ପୁଲିସ ଗିରଫ କରିଛି। ଉକ୍ତ ଟୁଇଟ୍‌ ପୋଷ୍ଟ୍‌ରେ ସୂର୍ଯ୍ୟ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ’ର…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀ

କୁଳିଅଣା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ, ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମାଟି ଭିତରୁ ମିଳିଲା ନୂଆପରି ଦିଶୁଥିବା ୩୦୦୦ ବର୍ଷର ପୁରୁଣା ଖଣ୍ଡା

ବର୍ଲିନ୍‌: ଜର୍ମାନିର ଗୋଟାଏ ‘ବ୍ରୋଞ୍ଜ୍‌ ଯୁଗ’ ଶ୍ମଶାନରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ଗୋଟାଏ ଖଣ୍ଡା ଉଦ୍ଧାର କରିଛନ୍ତି। ଉତ୍ତମରୂପେ ସଂରକ୍ଷଣ କରାଯାଇଥିବାରୁ ସେ ଖଣ୍ଡାଟି ଏବେ ବି ଝଟକୁଅଛି ବୋଲି ‘ଦି ବାବେରିଆନ୍‌ ଷ୍ଟେଟ୍‌ ଅଫିସ୍‌ ଫର୍‌ ମୋନୁମେଣ୍ଟ୍‌ ପ୍ରୋଟେକ୍‌ସନ୍‌’ ଜୁନ୍‌…
ଅଧିକ ଖବର ଦେଖନ୍ତୁ...

ଆଲୁମିନା ଗୁଣ୍ଡ ବୋଝେଇ ଟ୍ୟାଙ୍କର- ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ୟାଙ୍କର, ଦୁଇଜଣଙ୍କ ପ୍ରାଣହାନି

ରାୟଗଡ଼ା: ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଶଙ୍କରଡ଼ା ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଆଲୁମିନା ଗୁଣ୍ଡ ଵୋଝେଇ ଟ୍ୟାଙ୍କର ଏବଂ ବାଇକର ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ସହିତ ଜଣେ ଆରୋହୀଙ୍କର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ…
ଅଧିକ ଖବର ଦେଖନ୍ତୁ...

ଛାନିଆ ହେଉଥିବା ବିମାନଯାତ୍ରୀଙ୍କୁ ଶାନ୍ତ କରିବାକୁ ଗୋଟାଏ ଜନ୍ତୁକୁ ଚାକିରି ଦେଲା ଏୟାର୍‌ଲାଇନ୍‌

ନୂଆଦିଲ୍ଲୀ: ବିମାନଯାତ୍ରା ବେଳେ ଛାନିଆ ହୋଇ ପଡୁଥିବା ବ୍ୟକ୍ତିମାନଙ୍କ ମନର ଚଞ୍ଚଳତା କମ୍‌ କରାଇବା ପାଇଁ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ ଗୋଟାଏ କ‌ୌତୁକିଆ ଜନ୍ତୁକୁ ଚାକିରି ଦେଇଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!

ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଦର୍‌ଘା ଯୋଗୁଁ ଖଣ୍ଡପ୍ରଳୟ; ଜଣେ ମୃତ, ୧୭୪ଜଣ ଅଟକ

ଜୁନାଗଡ଼: ଜବରଦଖଲ ଜମିରେ ନିର୍ମିତ ଦର୍‌ଘା ଭାଙ୍ଗିବା ଲାଗି ମୁନିସ୍‌ପାଲିଟି ନୋଟିସ୍‌ ଜାରି କରିବାରୁ ଶୁକ୍ରବାର ସନ୍ଧ୍ୟାରେ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ପୁଲିସ କହିଛି। ସଦ୍ୟତମ ସୂଚନା ଅନୁସାରେ, ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର…
ଅଧିକ ଖବର ଦେଖନ୍ତୁ...