ଅନୁସନ୍ଧାନ କରୁଥିବା ବର୍ଗ

Latest

ଫୁଲ କି, ସାଲ୍‌ ନେବିନାହିଁ, ଶ୍ରଦ୍ଧାବ୍ୟକ୍ତ କରିବାକୁ ଚାହୁଁଥିଲେ ପୁସ୍ତକ ଦିଅନ୍ତୁ: ସିଦ୍ଦରମେୟା

ନୂଆଦିଲ୍ଲୀ: ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ମାନ ଜଣାଇବା ଅବସରରେ ଲୋକେ ତାଙ୍କୁ ଫୁଲ ଅଥବା ସାଲ୍‌ ପରିବର୍ତ୍ତେ ପୁସ୍ତକ ଦିଅନ୍ତୁ ବୋଲି ରବିବାର ଦିନ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ସମ୍ମାନର ନିଦର୍ଶନସ୍ବରୂପ ଲୋକେ ଦେଉଥିବା…
ଅଧିକ ଖବର ଦେଖନ୍ତୁ...

ତମ୍ବୁରେ ଅତିଷ୍ଠ ଚୀନାଙ୍କ ଜୀବନ

ଚୀନ୍‌ରେ ସମ୍ପ୍ରତି ଦେଖାଦେଇଥିବା କ୍ରମବର୍ଦ୍ଧିଷ୍ଣୁ ବିଷାକ୍ତ ତଥା ପ୍ରତିଦ୍ବନ୍ଦ୍ବିତାମୂଳକ କାର୍ଯ୍ୟସ୍ଥଳୀ ସଂସ୍କୃତିରେ ଯୁବପିଢ଼ି ଏବେ ଭୀଷଣ ଭାବରେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ଆର୍ଥିକ ତଥା ପେସାଗତ ସଫଳତା ପାଇଁ ଅଧିକ ସଂଘର୍ଷ କରିବା ଅପେକ୍ଷା ଅଳ୍ପରେ ସନ୍ତୁଷ୍ଟ ହୋଇ ଅଳସୁଆ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଗାଇସିଲଟ ଥାନା ଅଧିକାରୀଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢାଉ

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି | ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ…
ଅଧିକ ଖବର ଦେଖନ୍ତୁ...

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ରୋଷେଇ ଭିଡିଓ ସେୟାର୍‌ କଲେ ଶିବରାଜ ସିଂହ ଚୌହାନ; ସିଲିଣ୍ଡର୍‌ ଦର କଥା କହି…

ଭୋପାଳ: ବିବାହ ବାର୍ଷିକ ଅବସରରେ ସ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ଲାଗି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ରୋଷେଇ ପ୍ରସ୍ତୁତି ସମୟର ଭିଡିଓ ସେୟାର୍‌ କରିଥିବା ବେଳେ ବିରୋଧୀ କଂଗ୍ରେସ ‘ସିଲିଣ୍ଡର୍‌ ମୂଲ୍ୟ’ ଦର୍ଶାଇ ତାଙ୍କୁ ବିଦ୍ରୂପ କରିଛି।…
ଅଧିକ ଖବର ଦେଖନ୍ତୁ...

ବିଶ୍ବକୁ ସତର୍କ କଲା ଜି-୭: ଆଣବିକ ଅସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି ଚୀନ

ହିରୋସିମା: ଚୀନ ଆଣବିକ ଅସ୍ତ୍ରଶସ୍ତ୍ରର ଦ୍ରୁତ ସଂପ୍ରସାରଣ କରୁଛି। ସାରା ବିଶ୍ବକୁ ଗ୍ରୁପ-୭ ରାଷ୍ଟ୍ରଗୁଡ଼ିକ ଏ ନେଇ ସତର୍କ କରାଇ ଦେଇଛନ୍ତି।ହିରୋସିମାଠାରେ ଅନୁଷ୍ଠିତ ଜି-୭ ବୈଠକ ପରିପ୍ରେକ୍ଷୀରେ ସଦସ୍ୟ ଦେଶଗୁଡ଼ିକ ପକ୍ଷରୁ ଏକ ମିଳିତ ବିବୃତି ଜାରି ହୋଇଛି। ସେଥିରେ ବେଜିଂ ଏବଂ…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ତାତିରୁ ରୁଷ୍‌ ଲାଭବାନ: ଏସିଆକୁ ବିକୁଛି ଅଧିକ ତେଲ, କୋଇଲା, ଗ୍ୟାସ୍‌

ନୂଆଦିଲ୍ଲୀ: ଭାରତ ସମେତ ଏସିଆ ମହାଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ରଖିଛି। ଏସିଆର ଲୋ‌କମାନେ ଗରମରେ ସନ୍ତୁଳି ହେଉଥିବା ବେଳେ ତାହାର ସିଧାସଳଖ ଲାଭ ପାଉଛି ରୁଷ୍। ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ଏହି ଦେଶ ଏସିଆ ମହାଦେଶକୁ ଅଧିକ ତେଲ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଦୟାୱେଷ୍ଟ କେନାଲ ରାସ୍ତା ପାଇଁ ସର୍ଭେ ଆଜିଠୁ

ଭୁବନେଶ୍ବର : ଦୟାୱେଷ୍ଟ କେନାଲ ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନିର୍ମାଣ ପ୍ରସଙ୍ଗ ଆଉ ପାଦେ ଆଗେଇଛି। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮ କିମି କେନାଲର ଉଭୟ ପାର୍ଶ୍ବ ଆଜିଠାରୁ ସର୍ଭେ ହେବାକୁ ଯାଉଛି। ଏଥିପାଇଁ ବିଡିଏ ୭ଟି ଟିମ୍‌ ଗଠନ କରିଛି। ‘ନିଶ୍ବାସ’(ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌…
ଅଧିକ ଖବର ଦେଖନ୍ତୁ...

ଅର୍କେଶ-ଅଦ୍ରିଜା ବିବାଦ: ଡେରା‌ଡୁନ୍‌ରେ ରୁଜୁ ହୋଇଛି ମାମଲା ‌

ବଲାଙ୍ଗୀର : ବଲାଙ୍ଗୀର ରାଜ ପରିବାରର ଘରୋଇ କଳହକୁ ନେଇ ସାରାରାଜ୍ୟରେ ଏବେ ଚର୍ଚ୍ଚା। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଅର୍କେଶ ଏବଂ ଅଦ୍ରିଜାଙ୍କ ମଧ୍ୟରେ ବିବାଦ ବହୁଦିନରୁ ବାହାରିଥିଲେ ବି ଗତ ଡିସେମ୍ବରରୁ ଏହା ଉଗ୍ରରୂପ ନେଇଥିଲା। ଡେରାଡୁନ ପୁଲିସ ଷ୍ଟେସନରେ ହୋଇଥିବା ଅଭିଯୋଗରୁ ଏହା…
ଅଧିକ ଖବର ଦେଖନ୍ତୁ...

ଜୁଲାଇରେ ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା : ଭାରତର ଉଚ୍ଚାଭିଳାଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୟୁଆର୍‌ ରାଓ ସାଟେଲାଇଟ୍ ସେଣ୍ଟରରେ ଏହି ମହାକାଶ ଯାନରେ ବୈଜ୍ଞାନିକ ଉପକରଣ ଖଞ୍ଜାଯିବାର ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

୨୩ରୁ ପାହାଳ ମିଠା ମହଙ୍ଗା; ୨୦ ଟଙ୍କିଆ ମିଠାକୁ ୨୫, ଛେନାପୋଡ଼ କେଜି ୨୮୦

ବାଲିଅନ୍ତା ବଜାର : ମହଙ୍ଗା ହେବ ପାହାଳ ମିଠା। ୫ ଟଙ୍କିଆ ମିଠା ୬ ଟଙ୍କାରେ, ୧୦ ଟଙ୍କିଆ ମିଠା ୧୨ ଟଙ୍କାରେ, ୨୦ ଟଙ୍କିଆ ମିଠା ୨୫ ଟଙ୍କାରେ, ଛେନାଗଜା କେଜି ପିଛା ୨୨୦ ଟଙ୍କା, ଛେନାପୋଡ଼ କେଜି ପିଛା ୨୮୦ ଟଙ୍କାରେ ବିକ୍ରି ହେବ। ଓମ୍‌ଫେଡ୍‌ କ୍ଷୀରର ଦାମ ଲିଟର ପିଛା ୪ ଟଙ୍କା ଓ ଛେନା…
ଅଧିକ ଖବର ଦେଖନ୍ତୁ...