ଅନୁସନ୍ଧାନ କରୁଥିବା ବର୍ଗ

Latest

ନିର୍ବାଚନ ଆୟୋଗଙ୍କ ଚିଠି ପରେ ହରଡ଼ଘଣାରେ ବିଏମ୍‌ସି: ପୋଷ୍ଟର ହଟିବ

ଭୁବନେଶ୍ୱର: ବିଏମ୍‌ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବ। କାନ୍ଥଲେଖା ବି ରହିବନି। ଏଭଳି ନିର୍ଦ୍ଦେଶ ଦେଇ ବିଏମ୍‌ସିକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଚିଠି ମିଳିବା ପରେ ବିଏମ୍‌ସି ହରଡ଼ଘଣାରେ ପଡ଼ିଛି। ପୂର୍ବରୁ ସାଂସଦ ଅପରାଜିତାଙ୍କ କାନ୍ଥଲେଖା ହଟାଇ ବିଏମ୍‌ସି…
ଅଧିକ ଖବର ଦେଖନ୍ତୁ...

ସିଂହ ନାମ ‘ଆକବର’, ସିଂହୀ ନାମ ସୀତା: ବଦଳାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ସିଲିଗୁଡ଼ିର ବଙ୍ଗଳା ସଫାରୀ ପାର୍କରେ ଏକ ସିଂହକୁ ଆକବର ଓ ସିଂହୀକୁ ସୀତା ବୋଲି ନାମକରଣ କରାଯାଇଥିଲା। ଏହା ଦ୍ବାରା ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚୁଥିବା ଅଭିଯୋଗ କରି ବିଶ୍ବ ହିନ୍ଦୁ ପରିଷଦ କଲିକତା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏବିଟିରେ ଟ୍ରାଏଲ୍‌ ରନ୍‌: ୬ କୋଟି ବ୍ୟୟରେ ହେବ ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି)। ଏହି କ୍ରମରେ ୧୬ ତାରିଖରୁ ବସ୍‌ଗୁଡ଼ିକର ଟ୍ରାଏଲ୍‌ ରନ୍‌ ଚାଲିଛି। ବସ୍‌ଷ୍ଟାଣ୍ଡ ଭିତରକୁ ଆସିବାକୁ ଥିବା ସମସ୍ତ ବସ୍‌ରେ ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ‘ପିକେ: ଆନନ୍ଦଦାୟକ ଭୋଜନାଳୟ’: ଅନ୍ୟ ପାଇଁ ଉଦାହରଣ ଇଞ୍ଜିନିୟର ‘ପ୍ରଦୀପ୍ତ’

ଜଳେଶ୍ୱର: ଭ୍ରାମ୍ୟମାଣ ଖାଦ୍ୟ ଦୋକାନ କରି ଏବେ ଜଣେ ଶିକ୍ଷିତ ଯୁବକ ବେଶ୍‌ ଚର୍ଚ୍ଚାରେ। ସେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ତମ୍ବାଖୁରୀ ଗ୍ରାମର ଆନନ୍ଦ କବି ଓ ଭାନୁମତୀ କବିଙ୍କ ପୁଅ ପ୍ରଦୀପ୍ତ କୁମାର। ୧୯୯୨ ମସିହା ଜାନୁଆରି ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଲଢ଼େଇର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ବଦଳୁନି ବହି, ସବୁ ପେଣ୍ଡାଲରେ ଭିଡ଼ ହାଉଯାଉ

ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇର ପ୍ରଥମ ପର୍ଯ୍ୟାୟରେ ଆସିଥିବା ସବୁ ଯାତ୍ରାପାର୍ଟିଙ୍କର ବିଦାୟ ନେବା ସମୟ ଆସିଗଲାଣି। ୧୮ ତାରିଖରୁ ଆସିଥିବା ସାଇ ସମ୍ରାଟ, କୋଣାର୍କ, କଳିଙ୍ଗ, ଦୂର୍ଗା ମନ୍ଦିର, ଗୌରୀ ମଧ୍ୟରୁ ସାଇ ସମ୍ରାଟ ୩ ରାତି ନାଟକ ମଞ୍ଚସ୍ଥ କରି ବିଦାୟ ନେଇ ସାରିଛି। ତା'…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କର ଶୁକ୍ରବାର (ଫେବ୍ରୁଆରି ୨୩ ତାରିଖ) ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମନୋହର ଯୋଶୀଙ୍କୁ ହିନ୍ଦୁଜା…
ଅଧିକ ଖବର ଦେଖନ୍ତୁ...

ଫ୍ରାଇଡେ ରିଲିଜ୍‌: ଆର୍ଟିକିଲ୍‌ ୩୭୦, କ୍ରାକ୍‌, ଅଲ୍‌ ଇଣ୍ଡିଆ ରୢାଙ୍କ୍‌

ଭୁବନେଶ୍ବର: ଶୁକ୍ରବାର ‘ଆର୍ଟିକିଲ୍‌ ୩୭୦’, ‘କ୍ରାକ୍‌’ ଓ ‘ଅଲ୍‌ ଇଣ୍ଡିଆ ରୢାଙ୍କ୍‌’ ଭଳି ୩ଟି ହିନ୍ଦୀ ଚଳଚ୍ଚିତ୍ର ରିଲିଜ୍‌ ହେବ। ଭୁବନେଶ୍ବରରେ ‘କ୍ରାକ୍‌’ ଓ ‘ଆର୍ଟିକିଲ୍‌ ୩୭୦’ର କ୍ରେଜ୍‌ ସର୍ବାଗ୍ରେ ରହିଛି। ସବୁଠାରୁ ବଡ଼ କଥା ହେଲା, ହିନ୍ଦୀ ସିନେମାଗୁଡ଼ିକର ଟିକେଟ ସାଧାରଣତଃ ୧୯୯…
ଅଧିକ ଖବର ଦେଖନ୍ତୁ...

କୁମାର ପର୍ବତ ଓ କୁମାରୀ ପର୍ବତ

ଏହାର ନେପଥ୍ୟରେ ଥିବା ଇତିହାସ ଏବଂ ଏ ଦୁଇ ପବିତ୍ର ପର୍ବତର ଐତିହ୍ୟକୁ ଆମେ ପ୍ରାୟ ଭୁଲିଯାଉ। ଖଣ୍ଡଗିରି ଓ ଉଦୟଗିରିର ନାଆଁ ପୂର୍ବେ ଥିଲା କୁମାର ପର୍ବତ ଓ କୁମାରୀ ପର୍ବତ। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଏହାର ଉଲ୍ଲେଖ ଅଛି। ପ୍ରତିବର୍ଷ ମାଘ ସପ୍ତମୀରୁ ଭୁବନେଶ୍ୱରର ଖଣ୍ଡଗିରି ଓ…
ଅଧିକ ଖବର ଦେଖନ୍ତୁ...

ପୁଣି ନାଲ୍‌କୋ ଛକରେ ଦୁର୍ଘଟଣା: କ୍ରେଟା ଓ କିଆ ମୁହାଁମୁହିଁ

ଚନ୍ଦ୍ରଶେଖରପୁର: ଦୁର୍ଘଟଣାପ୍ରବଣ ନାଲ୍‌କୋ ଛକରେ ପୁଣି ଆଜି ରାତିରେ ଘଟିଛି ଏକ ଦୁର୍ଘଟଣା। ଏକ କ୍ରେଟା ଓ କିଆ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗାଡ଼ିର ଚାଳକଦ୍ବୟ ସାମାନ୍ୟ ଆହତ ହୋଇଛନ୍ତି। ମୈତ୍ରୀବିହାର ଥାନା ପୁଲିସ ଚାଳକଦ୍ବୟଙ୍କୁ ଡାକ୍ତରଖାନାକୁ ପଠାଇବା ସହ ଗାଡ଼ିଦୁଇଟିକୁ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ତଡ଼ିଦେବାରୁ ୨ ଗାଡ଼ି ପୋଡ଼ିଦେଲା: ଚାଳକକୁ ଧରାଇଦେଲା ସିସିଟିଭି ଫୁଟେଜ୍‌

ଭୁବନେଶ୍ବର: ମାଲିକ ତାଙ୍କୁ ବାହାନା କରି ଡ୍ରାଇଭର ଚାକିରିରୁ ତଡ଼ିଦେଲେ। ଗାଡ଼ି ଖରାପ ବୋଲି ମିଛ କହି ଚାକିରିରୁ ବାହାର କରିଦେଲେ। କିନ୍ତୁ କିଛି ଦିନ ପରେ ଆଉ ଜଣେ ଡ୍ରାଇଭରକୁ ଚାକିରିରେ ରଖିଲେ। ତେଣୁ ରାଗ ହେଲା ଏବଂ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର୍‌ ଓ ବାଇକ୍‌ରେ ନିଆଁ…
ଅଧିକ ଖବର ଦେଖନ୍ତୁ...