ପୁଣି ଜଟଣୀକୁ ଫେରିଲେ ସୁର : କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ବିଜୟୀ

ଜଟଣୀ: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଛି କଂଗ୍ରେସ । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ଏହି ଆସନରୁ ବାଜି ମାରିଛନ୍ତି । ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରି ଜଟଣୀର ସମ୍ରାଟ୍ ବନିଛନ୍ତି ସୁର ରାଉତରାୟ ।

୨୦୧୪ ନିର୍ବାଚନରେ ଏହି ଆସନରୁ ପରାଜୟର ସାମ୍ନା କରିଥିଲେ ସୁର ରାଉତରାୟ । ହେଲେ ୨୦୧୯ରେ ପୁଣି ଥରେ ଗଡ ଫେରିପାଇବା ସହ ନିର୍ବାଚନୀ ମଇଦାନରେ ଛକା ମାରି ଷଷ୍ଠ ଥର ପାଇଁ ଜଟଣୀରେ ଜୋଶ୍ ଦେଖାଇଛନ୍ତି କଂଗ୍ରେସ ହେଭିୱେଟ୍ ସୁର ରାଉତରାୟ ।

ସମ୍ବନ୍ଧିତ ଖବର