ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆମଦାନି ବୃଦ୍ଧି। କର୍ତ୍ତୃପକ୍ଷଙ୍କ ଠାରୁ ନୂଆ ଦାୟିତ୍ବ ମିଳିବ। ଜୀବନସାଥୀଙ୍କ ସହ ସଂପର୍କରେ ସୁଧାର ଆସିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ବୃଷ: ପୁରୁଣା କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଅଫିସରେ ଅଧିକ କାମ ବୋଝ। ସାମାଜିକ କାର୍ଯ୍ୟରେ ଯୋଗଦାନ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୩।

ମିଥୁନ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। ବନ୍ଧୁତା ବଢ଼ିବ। ନୂଆ କାମ ଶିଖିବାକୁ ମିଳିବ। ବ୍ୟବସାୟରେ ଉନ୍ନତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ। ଉପାର୍ଜନ ବଢ଼ିବ। ପରିବାରରେ ସୁଖ-ଶାନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ସି˚ହ: ସ˚ପର୍କୀୟଙ୍କଠାରୁ ଖୁସି ଖବର। ବ୍ୟବସାୟରେ ନୂଆ ଯୋଜନା। ଦର୍ଶନୀୟ ସ୍ଥାନକୁ ସପରିବାର ଭ୍ରମଣ ଯୋଗ। ଶୁଭରଙ୍ଗ: ବାଦାମୀ। ଶୁଭ ସ˚ଖ୍ୟା: ୪।

କନ୍ୟା: ମନରେ ନୂଆ ବିଚାର। ମଧୁର କଥା କହି ମନ କିଣିବେ। ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା: ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଉନ୍ନତି ଯୋଗୁ ପରିବାରରେ ଖୁସି। ରାଜନୀତିରେ ସଫଳ ହେବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବିଛା: ଜୀବିକା ପାଇଁ ଦିନଟି ଅଧିକ ଶୁଭ। ବିଚାର ଉପରେ ସ୍ଥିର ରହନ୍ତୁ। ବ୍ୟବସାୟରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ଧନୁ: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ବଡ଼ କ˚ପାନିରୁ ନିଯୁକ୍ତି ଖବର। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୫।

ମକର: ସାରା ଦିନ ଉତ୍ସାହିତ ରହିବେ। ବ୍ୟକ୍ତିଗତ କଥା ଅନ୍ୟକୁ କହନ୍ତୁନାହିଁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୬।

କୁମ୍ଭ: ଆଖପାଖ ଲୋକଙ୍କଠାରୁ ସାହାଯ୍ୟ ମିଳିବ। ନିଜ କାମରେ ସମସ୍ୟା ରହିବନାହିଁ। ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

ମୀନ: ଅଫିସ କାମ ପୂରା କରିବାରେ ସକ୍ଷମ ହେବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର