ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ ଚାକିରି ପାଇଁ ଡାକରା ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ମିତ୍ରଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ।

ରବି ଓ ସୋମବାର: ଘରୋଇ କାମରେ ବ୍ୟସ୍ତ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ଗୁରୁତ୍ଵପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ଶୁକ୍ର ଓ ଶନିବାର: ପରିବାରରେ ଖୁସିର ମାହୋଲ ରହିବ।

ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ, ବୁଧ ଓ ଗୁରୁବାର: କ୍ୟାରିୟର ସହ ସଂଶ୍ଳିଷ୍ଟ କୌଣସି ସୁବର୍ଣ୍ଣ ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଅନୁକୂଳ।

ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭଲ ପ୍ରଦର୍ଶନ ପାଇଁ ଚାକିରିରେ ପଦୋନ୍ନତି ମିଳିପାରେ। ଶୁକ୍ର ଓ ଶନିବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ।

ରବି ଓ ସୋମବାର: ଆପଣଙ୍କ କ୍ୟାରିୟର୍‌କୁ ଏକ ନୂଆ ଦିଶା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ଭରପୂର ରହିବ। ଶୁକ୍ର ଓ ଶନିବାର: ବେପାର ବଣିଜରେ ଉନ୍ନତି ହେବ।

ରବି ଓ ସୋମବାର: ନୂଆ ଲୋକମାନଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଶୁକ୍ର ଓ ଶନିବାର: ବିଦେଶ ଯିବାର ଯୋଗ ରହିଛି।

ରବି ଓ ସୋମବାର: ଆୟର ନୂଆ ସ୍ରୋତ ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କର ସଂପର୍କ କିଛି ନୂଆ ଲୋକଙ୍କ ସହିତ ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ବଢ଼ିଆ କରିବା ଲାଗି ପରିଶ୍ରମ କରିବେ।

 

 

ରବି ଓ ସୋମବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଲୋକମାନଙ୍କ ବିଶ୍ୱାସ ଆପଣଙ୍କ ଉପରେ ବଜାୟ ରହିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ।

ରବି ଓ ସୋମବାର: ଆପଣଙ୍କୁ ଲାଭ କିଛି ଅବସର ପ୍ରାପ୍ତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ଶୁକ୍ର ଓ ଶନିବାର: କମ୍ପ୍ୟୂଟର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ସାମ୍‌ନାରେ ରଖନ୍ତୁ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ବଡ଼ କମ୍ପାନି ସହିତ ସଉଦା କରିବାର ସୁଯୋଗ ମିଳିପାରେ। ଶୁକ୍ର ଓ ଶନିବାର: ପ୍ରଗତିରେ ଗତିରୋଧ ହୋଇପାରେ।

ରବି ଓ ସୋମବାର: କୌଣସି ବିଶେଷ କାମ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରରେ ଅଚାନକ ଧନଲାଭ ହେବ। ଶୁକ୍ର ଓ ଶନିବାର: ଘରର ସୁଖ ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର