ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ଉତ୍ସାହିତ ରହିବେ। ଅଜଣା ବ୍ୟକ୍ତିଙ୍କ ସହ ସ˚ପର୍କ ହେବାର ସମ୍ଭାବନା। ଅଫିସ ବାତାବରଣ ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ବୃଷ: ନିଜ କାମରେ ସଫଳ ହେବେ। ଧନପ୍ରାପ୍ତି ଯୋଗ। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୩।

ମିଥୁନ: ନିଜକୁ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ନୂଆ ସଂପର୍କ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କର୍କଟ: ପୁଞ୍ଜି ବଜାରରେ ନିବେଶ ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଖର୍ଚ୍ଚ କମ୍‌ କରନ୍ତୁ। ମିତ୍ରଙ୍କ ସହ ଉତ୍ତମ ସଂପର୍କ ରହିବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

ସି˚ହ: ସାମାଜିକ କାର୍ଯ୍ୟରେ ଭାଗ ନେ‌ବାର ସୁଯୋଗ ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସ˚ପର୍କ ହେବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ରହିଛି। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

କନ୍ୟା: କର୍ମକ୍ଷେତ୍ରରେ ଆଗୁଆ ରହ‌ିବେ। ସାମାଜିକ ସମ୍ମାନ ବୃଦ୍ଧି। ବ୍ୟବସାୟରେ ଅଧିକ ଲାଭ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ତୁଳା: ମନରେ ଧାର୍ମିକ ଭାବନା ଆସିବ। ଅନ୍ୟକୁ ସାହାଯ୍ୟ କରି ଖୁସି ହେବେ। ବେପାର ଓ ଚାକିରିରେ ସଫଳତା ପାଇବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୩।

ବିଛା: ଅର୍ଥ ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନ୍ୟମାନଙ୍କୁ ନିଜର ବିଚାର ଗ୍ରହଣ ଲାଗି ବାଧ୍ୟ କରନ୍ତୁ ନାହିଁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮।

ଧନୁ: ପୁରୁଣା ବିବାଦ ଦଫାରଫା ହୋଇଯିବ। ବ୍ୟବସାୟରେ ଅଧିକ ଲାଭ। ସୁସମ୍ବାଦ ମିଳିବ। ପ୍ରେମ ସମ୍ବନ୍ଧରେ ନିଜ ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ମକର: କୌଣସି ସ୍ବତନ୍ତ୍ର କାର୍ଯ୍ୟ କରିବା ଲାଗି ଦିନଟି ଭଲ। ଧନପ୍ରାପ୍ତି ଯୋଗ। ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିବ। ପାରିବାରିକ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କୁମ୍ଭ: ଧାର୍ମିକ ଆୟୋଜନରେ ସେବା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ। ଚାକିରିଜୀବୀଙ୍କୁ ନିଜ କାମରେ ସଫଳତା। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

ମୀନ: କୌଣସି କାମକୁ ତରବରରେ କରନ୍ତୁ ନାହିଁ। ସ˚ପର୍କିୟମାନେ ଟଙ୍କା ଧାର ମାଗିପାରନ୍ତି। ପ୍ରେମ ଆଳାପରେ ରୋମାଞ୍ଚିତ ହେବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର