ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କଥାକୁ ନେଇ ସ˚ଶୟରେ ରହିବେ। କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ ସଫଳ ହେବେ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ଚେହେରା ଅନ୍ୟମାନଙ୍କୁ ପସନ୍ଦ ହେବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ କରିବେ। ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ ରହିବ। କାହାରିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା କପିଳାସ।

ମିଥୁନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। କାହାରି ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ। ସନ୍ତାନଙ୍କ ସଫଳତା ହେତୁ ଗୌରବାନ୍ବିତ ଅନୁଭବ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଆଜି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଆୟ ବୃଦ୍ଧିର ଉଚିତ ସୁଯୋଗ ମିଳିବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଖାସ୍‌ ରହିବ। ଆପଣଙ୍କ ତର୍କ ଶକ୍ତି ଆଜି ଅନ୍ୟମାନଙ୍କୁ ପସନ୍ଦ ହେବ। ଅଫିସରେ କୌଣସି ବଡ଼ ଡ଼ିଲ୍‌ ହୋଇପାରେ। ପରିବାର ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ସନ୍ତୋଷୀମାତା।

କନ୍ୟା: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ରହିବ। ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ବିବାହ ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଦିନଟି ବଢ଼ିଆରହିବ। ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭ ହେବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ମିଶିବା ପାଇଁ ଭଲ ସମୟ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଅମ୍ବିକା।

ବିଛା: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଆପଣ ନିଜ ଯୋଜନାରେ ଲୋକମାନଙ୍କୁ ଏକମତ କରାଇନେବେ। ଅଫିସରେ ବଢ଼ିଆ ମାହୋଲ ଆପଣଙ୍କୁ ଖୁସି କରାଇବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ତାରିଣୀ।

ଧନୁ: ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ନେତା ଆପଣଙ୍କୁ ବଡ଼କାର୍ଯ୍ୟ ଅର୍ପଣ କରିବେ। ଚାକିରି କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିମଳା।

ମକର: ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଫାଇଦା ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ସବୁ ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରେ ଲାଭ ପାଇବେ। କାରବାରରେ ବିସ୍ତାର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ମୀନ: ସକାରାତ୍ମକ ଭାବନାରେ ରହନ୍ତୁ। ସ୍ଥଗିତ ଥିବା କାର୍ଯ୍ୟରେ ସଫଳତା ମିଳିବ। ଦୂରଯାତ୍ରା ଆପଣଙ୍କ ପାଇଁ କଲ୍ୟାଣକାରୀ ହେବ। ବ୍ୟବସାୟ ଲାଗି ଭଲ ସୁଯୋଗ ମିଳିବ। ବାଣିଜ୍ୟ ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର