ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବୈବାହିକ ଜୀବନ ଖୁସିଭରା ରହିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନପ୍ରାପ୍ତି ହେବ। ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଶନିବାର: କାରବାରରେ ଲାଭ ହେବ।

ରବି ଓ ସୋମବାର: ସମାଜରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ମାମଲାରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ଏକତରଫା ବିଚାର ଅସୁବିଧାରେ ପକାଇପାରେ। ଶନିବାର: ଅଫିସ୍‌ କାମରେ ବ୍ୟସ୍ତ ରହିବେ।

ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: ନିଜ ପରିଶ୍ରମର ଯଥେଷ୍ଟ ଲାଭ ପାଇବେ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶନିବାର: ଧନଲାଭର ନୂଆ ରାସ୍ତା ଖୋଲିବ।

ରବି ଓ ସୋମବାର: ଧର୍ମ କାର୍ଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ଭାବିଥିବା କାମର ଗତି ମଜଭୁତ ରହିବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶନିବାର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ।

ରବି ଓ ସୋମବାର: କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମ ମନମୁତାବକ ହେବ। ଶନିବାର: ବାହନ କିଣିବା ଲାଗି ମନ ବଳିବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଗୁରୁ ଓ ଶୁକ୍ରବାର: ଭାଗ୍ୟ ବୃଦ୍ଧିର ସୁଯୋଗ ମିଳିବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବି ଓ ସୋମବାର: ଶତ୍ରଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ କରନ୍ତୁ ସଫଳତା ମିଳିବ। ଶନିବାର: ବହୁତ ଭଲ ଅନୁଭବ କରିବେ।

ରବି ଓ ସୋମବାର: ଆୟର ନୂଆ ସ୍ରୋତ ମିଳିପାରେ। ମଙ୍ଗଳ ଓ ବୁଧବାର: ଆତ୍ମବିଶ୍ୱାସ ଉଚ୍ଚା ରହିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଶନିବାର: ପିତାମାତାଙ୍କ ସହଯୋଗ ପ୍ରାପ୍ତ ହେବ।

ରବି ଓ ସୋମବାର: ପାରିବାରିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ଆୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର: ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

ରବି ଓ ସୋମବାର: ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ ଓ ବୁଧବାର: ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ଶନିବାର: ଦୂର ସ୍ଥାନକୁ ଯାତ୍ରା।

ରବି ଓ ସୋମବାର: ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ମଙ୍ଗଳ ଓ ବୁଧବାର: ନୂଆ କାମରେ ରୁଚି ବଢ଼ିପାରେ। ଗୁରୁ ଓ ଶୁକ୍ରବାର: କୌଣସି ଭଲ ଖବର ମିଳିପାରେ। ଶନିବାର: ନୂଆ ଦାୟିତ୍ଵ ମିଳିପାରେ।

ସମ୍ବନ୍ଧିତ ଖବର