ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ କାମ ମନମୁତାବକ ହେବ। ମଙ୍ଗଳ ଓ ବୁଧବାର: କିଛି ଲୋକ ଆପଣଙ୍କ କଥାରେ ସହମତ ହେବେ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ସୁଖମୟ।

ରବି ଓ ସୋମବାର: ପରିବାରରେ ପ୍ରସନ୍ନତା ବଜାୟ ରହିବ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି କାମରେ ଅଧିକ ପରିଶ୍ରମ କରିବେ।

ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଦାୟିତ୍ଵ ନିର୍ବାହରେ ସଫଳ ହେବେ ଏବଂ ଆର୍ଥିକ ସ୍ଥିତି ବଢ଼ିଆ ରହିବ।

ରବି ଓ ସୋମବାର: କାମ ଅଧିକ ଲାଭ କମ୍‌ ମିଳିବାର ଆଶା। ମଙ୍ଗଳ ଓ ବୁଧବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବେପାର ବଣିଜରେ ଉନ୍ନତି ହେବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ, ଶୁକ୍ର ଓ ଶନିବାର: ଦୀର୍ଘ ଦିନର ସ୍ଥଗିତ ଥିବା କାମ ପୂରା ହେବ।

ରବି ଓ ସୋମବାର: ଆୟର ନୂଆ ସ୍ରୋତ ଆସିପାରେ। ମଙ୍ଗଳ ଓ ବୁଧବାର: ପାରିବାରିକ ସ୍ତରର ଖୁସିରେ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।

ରବି ଓ ସୋମବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ମଙ୍ଗଳ ଓ ବୁଧବାର: ଆପଣଙ୍କୁ କୌଣସି ନୂଆ ଦାୟିତ୍ଵ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ଦାମ୍ପତ୍ୟ ଜୀବନ ଭଲ ରହିବ।

 

ରବି ଓ ସୋମବାର: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା। ଗୁରୁ, ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ରବି ଓ ସୋମବାର: ମନର ଆଶା ପୂରା ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କାମର ବୋଝ ଅଧିକ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀ କୌଣସି କାମ ଲାଗି ଆପଣଙ୍କୁ ପ୍ରଶଂସା କରିବେ।

ରବି ଓ ସୋମବାର: ନୂଆ ପରିଯୋଜନା ମିଳିବ। ମଙ୍ଗଳ ଓ ବୁଧବାର: କୌଣସି କାମ ସମ୍ବନ୍ଧୀୟ ଯାତ୍ରା ଲାଭଦାୟକ ରହିବ। ଗୁରୁ, ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ଲାଗି ନୂଆ ପରାମର୍ଶ ମିଳିପାରେ।

ରବି ଓ ସୋମବାର: କୌଣସି ବିଶେଷ କାମ କରିବେ। ମଙ୍ଗଳ ଓ ବୁଧବାର: ଘରକୁ ଅତିଥି ଆସିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କୁ ଲାଭର କିଛି ଅବସର ମିଳିବ ଏବଂ ପ୍ରେମ ସଂପର୍କ ନିବିଡ଼ ହେବ।

ରବି ଓ ସୋମବାର: କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ଜୀବନସାଥୀ ଆପଣଙ୍କ କଥାକୁ ମହତ୍ତ୍ୱ ଦେବେ। ଗୁରୁ, ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ଲାଭର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର