ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।

ରବିବାର: ସମାଜରେ ମାନସମ୍ମାନ ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ ଓ ଗୁରୁବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ଭଲ ରହିବ।

ରବିବାର: ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ସୋମ ଓ ମଙ୍ଗଳବାର: ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ବୁଧ ଓ ଗୁରୁବାର: ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁକ୍ର ଓ ଶନିବାର: ନୂଆ ସ୍ରୋତରୁ ଧନଲାଭ ହେବ।

ରବିବାର: ସବୁ କାମ ମନମୁତାବକ ପୂରା ହେବ। ସୋମ ଓ ମଙ୍ଗଳବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଭଲ ରହିବ।

ରବିବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ସବୁ କାମ ଠିକ୍‌ ସମୟରେ ହେବ। ବୁଧ ଓ ଗୁରୁବାର: କାମ ପ୍ରତି ଖୁବ୍‌ ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ଧନସଂପତ୍ତି ବୃଦ୍ଧି ହେବ।

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ ଓ ମଙ୍ଗଳବାର: ଆୟର ନୂଆ ସ୍ରୋତ ସାମ୍‌ନାକୁ ଆସିବ। ବୁଧ ଓ ଗୁରୁବାର: କିଛି ନୂଆ ଶିଖିବାର ଅବସର ମିଳିବ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଅଫିସ୍‌ରେ ଆପଣଙ୍କୁ ଦାୟିତ୍ଵପୂର୍ଣ୍ଣ କାମ ମିଳିବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

 

 

 

 

 

 

 

 

 

ରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ବୁଧ ଓ ଗୁରୁବାର: ଦାୟିତ୍ଵ ବୃଦ୍ଧିର ସମ୍ଭାବନା। ଶୁକ୍ର ଓ ଶନିବାର: ପାରିବାରିକ ସୁଖ ପାଇବେ।

ରବିବାର: ପ୍ରିୟଜନ ମିଳନ। ସୋମ ଓ ମଙ୍ଗଳବାର: କାରବାରରେ ଫାଇଦା ହେବ। ବୁଧ ଓ ଗୁରୁବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହେବ।

ରବିବାର: କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ବୁଧ ଓ ଗୁରୁବାର: ମାନପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ରବିବାର: ଅଧିକାରୀଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୁଧ ଓ ଗୁରୁବାର: ନୂଆ ସ୍ରୋତରୁ ଧନପ୍ରାପ୍ତି ହେବ। ଶୁକ୍ର ଓ ଶନିବାର: ସାଥୀ ଆପଣଙ୍କୁ ପ୍ରଶଂସା କରିବେ।

ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟର ପ୍ରଗତି ଲାଗି ସମୟ ଅନୁକୂଳ। ବୁଧ ଓ ଗୁରୁବାର: ପାରିବାରିକ ଖୁସିରେ ବୃଦ୍ଧି ହୋଇପାରେ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ସମ୍ବନ୍ଧିତ ଖବର