ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ରବିବାର: ଦିନଟି ଲାଭପ୍ରଦ ରହିବ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କୁ ଧନଲାଭ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ସହଜରେ ପୂରା ହେବ। ଶନିବାର: ପରିଶ୍ରମର ଫଳ ମିଳିବ।

ବୃଷ: ରବିବାର: କିଛି ଆଶା ପୂରା ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ଅବସର ଆସିବ। ଶନିବାର: ଦୂର ସ୍ଥାନକୁ ଯାତ୍ରା କରିବେ।


ମିଥୁନ: ରବିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସୋମ ଓ ମଙ୍ଗଳବାର: ନାମ ଓ ଯଶ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆୟର ନୂଆ ସ୍ରୋତ ମିଳିପାରେ। ଶନିବାର: ପରୋପକାରରେ ସମୟ ଦେବେ।

କର୍କଟ: ରବିବାର: ପ୍ରେମ ଆଳାପ ପାଇଁ ସମୟ ଭଲ। ସୋମ ଓ ମଙ୍ଗଳବାର: ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ବହୁ ଦିନର କାମ ପୂରା ହେବ। ଶନିବାର: ଜନ ସଂପର୍କ ବଢ଼ିବ।


ସିଂହ: ରବିବାର: ଅସହାୟଙ୍କୁ ସହାୟତା କରିବେ। ସୋମ ଓ ମଙ୍ଗଳବାର: ମନ ଚାହୁଥିବା ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ପୁଣ୍ୟ କାର୍ଯ୍ୟ କରିପାରନ୍ତି। ଶନିବାର: ଶକ୍ତିଶାଳୀ ରହିବେ।

କନ୍ୟା: ରବିବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ସୋମ ଓ ମଙ୍ଗଳବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ବୁଧ, ଗୁରୁ ଓ ଶୁକ୍ରବାର: ଜୀବନରେ ସୁଖ ଶାନ୍ତି ଆସିବ। ଶନିବାର: ସଫଳତା ଓ ଲାଭ ପାଇବେ।

ତୁଳା: ରବିବାର: ରାଜନୀତିରେ ଉଚ୍ଚପଦ ମିଳିପାରେ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂରା ହୋଇଯିବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରଗତି ପଥରେ ଅଗ୍ରସର ହେବେ। ଶନିବାର: ରୋମାନ୍‌ସ୍‌ ପାଇଁ ଭଲ ସମୟ।

 

ବିଛା: ରବିବାର: ବୀରତ୍ଵକୁ ବଳ ମିଳିବ। ସୋମ ଓ ମଙ୍ଗଳବାର: ଅବସରରୁ ଲାଭ ନିଅନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ପାଇବେ। ଶନିବାର: ବ୍ୟବସାୟରେ ବୃଦ୍ଧି ହେବ।

ଧନୁ: ରବିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ସୋମ ଓ ମଙ୍ଗଳବାର: ପଦ ପ୍ରତିଷ୍ଠା ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ନୂଆ ସମ୍ବନ୍ଧ ଆରମ୍ଭ ହେବ। ଶନିବାର: ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ।

ମକର: ରବିବାର: ରାଜନୀତିରେ ଲାଭ ପାଇବେ। ସୋମ ଓ ମଙ୍ଗଳବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ମାନ ସମ୍ମାନ ପାଇବେ। ଶନିବାର: ବହୁତ ଭଲ ଅନୁଭବ କରିବେ।

କୁମ୍ଭ: ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ପ୍ରୟାସରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଶନିବାର: ସମୟର ମହତ୍ତ୍ୱକୁ ହୃଦୟଙ୍ଗମ କରନ୍ତୁ।

ମୀନ: ରବିବାର: ପରାକ୍ରମ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କଥାବର୍ତ୍ତାରେ ସଂଯମ ରଖନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ପାଇବେ। ଶନିବାର: ବୈବାହିକ ଜୀବନ ଆନନ୍ଦମୟ ହେବ।

ସମ୍ବନ୍ଧିତ ଖବର